January 1 odiya all update odiya news, odiya web, odisha news happy new year 2022

 [01/01, 6:19 am] : ‼️ *ହରିଓମ୍ ସୁପ୍ରଭାତମ୍ !*  ‼️

*ଅସ୍ତ ତ ଦିନେ ହବାକୁ ପଡ଼ିବ, ସେ ସୂର୍ଯ୍ୟ ହେଉ ବା ମଣିଷ....* 

କିନ୍ତୁ 

*ସାହାସ ଓ ଧର୍ଯ୍ୟ ସୂର୍ଯ୍ୟଙ୍କ ଠାରୁ ଶିଖିବା ଉଚିତ ଯିଏକି ସନ୍ଧ୍ୟାରେ ଅସ୍ତ ହୋଇ ମଧ୍ୟ୍ୟ ପ୍ରତ୍ୟେକ ଦିନ ସକାଳୁ ଏକ ବିଶ୍ୱାସର ସହିତ ଉଦୟ ହୁଅନ୍ତି....*

ସର୍ବେ ଭବନ୍ତୁ ସୁଖିନଃ।    

       *ସର୍ବେ ସନ୍ତୁ ନିରାମୟାଃ*

ସର୍ବେ ଭଦ୍ରାଣି ପଶ୍ୟନ୍ତୁ     

       *ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥*

           ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ

*ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ🌹*

✿ଓ❣️ *ଶ୍ରୀ ଜଗନ୍ନାଥ ଶରଣଂ*❣️ଆ✿ 

*ଆମର ସ୍ବାଭିମାନ: ସତ୍ୟ ସନାତନ ହିନ୍ଦୁ ଧର୍ମ*

[01/01, 6:19 am]

_*ତାରିଖ - ୦୧:୦୧:୨୦୨୨       (ଶନିବାର)*_

**********************************

*✤• • • • • • ✤ • • • • • • ✤• • • • • • ✤*

*🦋ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଓ ଢେର ସାରା ଶୁଭେଚ୍ଛା ଜଣେଇବା ସହ ସନ୍ଦେହ, ଘୃଣା,କ୍ରୋଧ ଈତ୍ୟାଦିକୁ ବିଦାୟ ଦେଈ ସ୍ନେହ,ଶ୍ରଦ୍ଧା ଆଉ ଭଲ ପାଇବା ଦେଇ ନିଜ ନିଜର ଲକ୍ଷ୍ୟ ଓ କର୍ତ୍ତବ୍ୟ ରେ ଆଗେଇ ଯାଆନ୍ତୁ ଏତିକି ହିଁ ସେହି ଜଗତର ନାଥ କାଳିଆ ସାଆନ୍ତ ପାଖରେ ନିବେଦନ ।*

*🦋ମନୁଷ୍ୟ ମନରେ ସାଧାରଣତଃ ଦୁଇଟି ପରାକ୍ରମଶାଳୀ ଶତୃ ଅଛନ୍ତି,*

           *◆ମାନସିକ ଅନିଶ୍ଚିତତା      ଓ*

          *◆କ୍ଷୁଦ୍ରାତ୍ମବୋଧ ।*

*🦋ଓଷା,ବାର,ବ୍ରତ ରଖିଦେଲେ ଭଗବାନ ଖୁସି ହୋଇଯାଆନ୍ତି ନାହିଁ  ଯଦି ସତରେ ଭଗବାନଙ୍କୁ ଖୁସି କରିବା ପାଇଁ ଭାବୁଛନ୍ତି ତାହାଲେ ଆଜିର ଏହି ନୂଆ ବର୍ଷରେ ପ୍ରଥମେ ନିଜ ଘରେ ଥିବା ବାପା ମାଆଙ୍କୁ ଖୁସିରେ ରଖନ୍ତୁ ।*

*🦋ଜୀବନରେ ଆଗକୁ ଯିବାକୁ ହେଲେ ସମୟ ସହିତ ନିଜକୁ ବଦଳାଇବାକୁ ପଡିବ, ନହେଲେ ବୟସ ଚାଲିଯିବ ଆଉ ରାସ୍ତା ବି ସରିଯିବ ହେଲେ ଭବିଷ୍ୟତ ସେଇଠି ଅଟକି ଯିବ ।*

           ଶୁଭ ସକାଳ

_*ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!*_

        🔘ଜୟ ଜଗନ୍ନାଥ🔘

[01/01, 6:19 am]

*📋ଆଜିର ଖବର📩                                                 🦋ତାରିଖ–01-JAN-2022🦋 (ଶୁନିବାର)

୧. *୨୦୨୧ର ଅନ୍ତରୁ ଆରମ୍ଭ ହେଲା ୨୦୨୨ । ସବୁ ଅପେକ୍ଷା ଅନ୍ତ ଘଟାଇ ଆସିଲା ନୂଆବର୍ଷ । ଆପଣଙ୍କୁ ନୂତନ ବର୍ଷର ଅନେକ ଅନେକ ଅଭିନନ୍ଦନ ।*

୨. ନୂଆବର୍ଷରେ ଖୋଲା ରହିବ ମା’ ବିରଜା ମନ୍ଦିର । ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ।

୩. ଆଇସିଏମ୍‌ଆର୍‌ ପକ୍ଷରୁ ପୂର୍ବ ଭାରତରେ କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ଏମ୍‌ସ ଭୁବନେଶ୍ୱର ମନୋନୀତ ।

୪. *ଓମିକ୍ରନ ପ୍ରଭାବ:* ସ୍ଵିଗି ଓ ଜୋମାଟୋକୁ ପ୍ରତି ମିନିଟରେ ମିଳୁଛି ୬ ହଜାରରୁ ଅଧିକ ଅର୍ଡର ।

୫. ବିଏମ୍‌ସି ଜାରି କଲା ନୂଆବର୍ଷ କଟକଣା, ବନ୍ଦ ରହିବ ଉଦୟଗିରି, ଖଣ୍ଡଗିରି ଏବଂ ରାଜାରାଣୀ ମନ୍ଦିରଙ୍କୁ ବନ୍ଦ ରଖିବାକୁ ନଗର ନିଗମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

୬. ଆମେରିକାରେ ଜଳୁଛି ଦୁଇଟି ପ୍ରମୁଖ ସହର । ଆମେରିକାର କଲରାଡ଼ୋ ରାଜ୍ୟ ହୁତୁହୁତୁ ହୋଇ ଜଳିବାରେ ଲାଗିଛି । ଆଉ ଏ ନିଆଁ ସମ୍ପୂର୍ଣ୍ଣ ଭାବେ ୨ ସହରକୁ ଧ୍ଵଂସ କରିବାକୁକୁ ବସିଲାଣି । 

୭. କୋଭିଡ ଭୟାବହତାକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟ ସରକାର ଜାରି କରିଥିବା କରୋନା ଗାଇଡଲାଇନ୍‌କୁ ଦୃଷ୍ଟିରେ ରଖି କାର୍ଯ୍ୟାଳୟରେ ନୂଆ ବର୍ଷ ୨୦୨୨ ପାଳନ କରିବେନି ସୋଆ ବିଶ୍ବବିଦ୍ୟାଳୟ ଏମ୍‌ଡି ।

୮. ଟିକସ ଫାଙ୍କି ଥିବାରୁ ମୋବାଇଲ ନିର୍ମାତା ସାଓମି ଏବଂ ଓପ୍ପୋକୁ ୧୦୦୦ କୋଟି ଟଙ୍କାର ଫାଇନ ଦେବାକୁ ପଡ଼ିପାରେ । ଏ ନେଇ ସୂଚନା ଦେଇଛନ୍ତି ଜଣେ ବରିଷ୍ଠ ଆୟକାର ଅଧିକାରୀ । 

୯. ଦକ୍ଷିଣ ଆଫ୍ରିକା ସିରିଜରୁ ରୋହିତ ଶର୍ମା ବାଦ: କେ ଏଲ୍ ରାହୁଲ ଅଧିନାୟକ, ବୁମରା ଉପ-ଅଧିନାୟକ ।

୧୦. ନୂତନ ଡିଜିପି ଭାବରେ ଦାୟିତ୍ୱ ଗ୍ରହଣ କଲେ ସୁନୀଲ କୁମାର ବଂସଲ ।

୧୧. ଶନିବାର ଅର୍ଥାତ ଜାନୁଆରି ୧, ୨୦୨୨ରୁ ଏଟିଏମରୁ ଟଙ୍କା ଉଠାଣ ଉପରେ ଅଧିକ ଶୁଳକ ଲାଗୁ ହେବ । ଅର୍ଥାତ ମାସିକ ଏଟିଏମ କାରବାର ସଂଖ୍ୟାରୁ ଅଧିକ ହେଲେ ଆପଣଙ୍କୁ ପୂର୍ବ ତୁଳନାରେ ଅଧିକ ଦେୟ ଦେବାକୁ ହେବ ।

୧୨. ଟେକ୍ସଟାଇଲ୍ କ୍ଷେତ୍ରରେ ଅପରିବର୍ତ୍ତିତ ରହିବ ଜିଏସଟି ହାର , ୧ ଜାନୁୟାରୀ ୨୦୨୨ ପରେ ମଧ୍ୟ ଅପରିବର୍ତ୍ତିତ ରହିବ ।

୧୩. ବର୍ଷ ଆରମ୍ଭରୁ ପିଲାଙ୍କ ପଞ୍ଜିକରଣ: ରାଜ୍ୟରେ ଆସନ୍ତା ୩ ତାରିଖରୁ ୧୫ରୁ ୧୮ ବର୍ଷର ପିଲାଙ୍କୁ ଟିକା ଦିଆଯିବ। ଏଥିପାଇଁ ଶନିବାରଠାରୁ ପଞ୍ଜିକରଣ ଆରମ୍ଭ ହେବ । 

୧୪.  କୋଭିଡ-୧୯ର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ସମସ୍ତ ସରକାରୀ ଅଫିସରେ ନୂଆବର୍ଷ ପାଳନ ଉପରେ କଟକଣା ଜାରି କରିଛନ୍ତି । 

୧୫. ଓଡିଶାରେ ଜଳଜୀବନ ମିଶନକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଆଜି ୮୩୦କୋଟି ୮୫ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।

୧୬. ମହାରାଷ୍ଟ୍ରରେ କରୋନା ବିସ୍ଫୋରଣ ! ୨୪ ଘଣ୍ଟାରେ ମିଳିଲେ ୮ ହଜାରରୁ ଅଧିକ ନୂଆ ସଂକ୍ରମିତ ।

୧୭. ଜାହାଜରୁ ହାଇପରସୋନିକ ମିସାଇଲ ଜିରକନର ପରୀକ୍ଷଣ କଲା ଋଷିଆ ।

୧୮. ନୂଆବର୍ଷରୁ ଆରମ୍ଭ ହେବ ଇଲେକ୍ଟୋରାଲ ବଣ୍ଡ ବିକ୍ରି: ରାଜନୈତିକ ଦଳ ପାଇବେ ମୋଟା ଅଙ୍କର ଚାନ୍ଦା ।

୧୯. ରିଲିଜ୍ ହେଲା ତାମିଲ୍ ସୁପରଷ୍ଟାର ଅଜିତଙ୍କ *‘ବାଲିମାଇ’* ର ଟ୍ରେଲର୍ ।

୨୦. ଆରଟିପିସିଆର ବିଳମ୍ବ ହେଲେ ରା଼ପିଡ଼ ଆଣ୍ଟିଜେନ ଟେଷ୍ଟ କର: ରାଜ୍ୟମାନଙ୍କୁ ଚିଠି ଲେଖି ଏଭଳି କହିଲା କେନ୍ଦ୍ର ।

୨୧. ନୂଆବର୍ଷରେ ନୂଆ ନିୟମ: ଇ-ଫର୍ମାଟ୍‌ରେ ମିଳିବ DL ଓ RC । ପୋର୍ଟାଲ ଓ ଆପ୍‌ରୁ ଡାଉନ୍‌ଲୋଡ୍‌ କରି ମୋବାଇଲରେ ରଖିପାରିବେ ଲୋକେ । 

୨୨. ନିଟ୍ ନାମଲେଖା ପାଇଁ ଆନ୍ଦୋଳନରେ ବସିଥିବା ଡାକ୍ତରଙ୍କ ପାଇଁ ଖୁସି ଖବର: ଜାନୁଆରୀ ୬ ପୂର୍ବରୁ ହୋଇପାରେ କାଉନସେଲିଂ, ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ସୂଚନା ।

୨୩. ଦେଶରେ ସାମଗ୍ରିକ କରୋନା ଟିକାକରଣ ଶୁକ୍ରବାର ୧୪୫ କୋଟି ଅତିକ୍ରମ କରିଛି । ଆଜି ସନ୍ଧ୍ୟା ସୁଦ୍ଧା ୧୪୫ କୋଟି ୧୫ ଲକ୍ଷ ୮୦ ହଜାରରୁ ଅଧିକ ପାନ ଟିକା ଦିଆଯାଇଛି ।

୨୪. ଗ୍ରାମ୍ୟ ଉନ୍ନୟନ ବିଭାଗର ପୁନର୍ବିନ୍ୟାସ: ସବୁ ବ୍ଳକରେ ରହିବ ସବ୍‌ଡିଭିଜନ୍‌,୧୪୨ନୂଆ ପଦବୀ ସୃଷ୍ଟି ।

୨୫. ନୂଆ ବର୍ଷ ରାତିରେ ମୁମ୍ବାଇଲେ ହେବ ଆତଙ୍କୀ ହମଲା: ଧମକ ପରେ ଆକ୍ସନ ମୋଡରେ ପୋଲିସ ।

୨୬. ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବରେ ନୂଆବର୍ଷକୁ ସ୍ୱାଗତ କଲା ନ୍ୟୁଜିଲାଣ୍ଡ: ଅକଲାଣ୍ଡରେ ହେଲା ସେଲିବ୍ରେଶନ ।

୨୭. ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନୂଆବର୍ଷ ଉପହାର: ଲାଗୁ ହେବ ସପ୍ତମ ବେତନ କମିଶନ । ଆସନ୍ତା ୨୦୨୨ ଜାନୁଆରି ୧ ତାରିଖରୁ ଏହି ନିୟମ ଲାଗୁ ହେବ ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

୨୮. ଟିକାକରଣ କ୍ଷେତ୍ରରେ ଓଡ଼ିଶାକୁ ଆଉ ଏକ ସଫଳତା ମିଳିଛି। ରାଜ୍ୟରେ ଟିକାକରଣ ୫ କୋଟି ଡୋଜ୍‌ ଟପିଛି । 

୨୯. ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ପାଇଁ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି : ସପ୍ତମ ବେତନ କମିଶନର ୩୦ ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ନିଷ୍ପତ୍ତି ।

୩୦. ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୦ ଲକ୍ଷ ୪୪ ହଜାର ୮୦୩ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । 

*➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)*

*ଆଜି ଇଂରାଜୀ ନବବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ୨୦୨୨💐💐*

*ଶୁଭସକାଳ , 

[01/01, 7:00 am] ଆଜିର ଅନୁଚିନ୍ତା🛕🎪

_*ତାରିଖ - ୦୧:୦୧:୨୦୨୨       (ଶନିବାର)*_

*🦋ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଓ ଢେର ସାରା ଶୁଭେଚ୍ଛା ଜଣେଇବା ସହ ସନ୍ଦେହ, ଘୃଣା,କ୍ରୋଧ ଈତ୍ୟାଦିକୁ ବିଦାୟ ଦେଈ ସ୍ନେହ,ଶ୍ରଦ୍ଧା ଆଉ ଭଲ ପାଇବା ଦେଇ ନିଜ ନିଜର ଲକ୍ଷ୍ୟ ଓ କର୍ତ୍ତବ୍ୟ ରେ ଆଗେଇ ଯାଆନ୍ତୁ ଏତିକି ହିଁ ସେହି ଜଗତର ନାଥ କାଳିଆ ସାଆନ୍ତ ପାଖରେ ନିବେଦନ ।*

*🦋ମନୁଷ୍ୟ ମନରେ ସାଧାରଣତଃ ଦୁଇଟି ପରାକ୍ରମଶାଳୀ ଶତୃ ଅଛନ୍ତି,*

           *◆ମାନସିକ ଅନିଶ୍ଚିତତା      ଓ*

          *◆କ୍ଷୁଦ୍ରାତ୍ମବୋଧ ।*

*🦋ଓଷା,ବାର,ବ୍ରତ ରଖିଦେଲେ ଭଗବାନ ଖୁସି ହୋଇଯାଆନ୍ତି ନାହିଁ  ଯଦି ସତରେ ଭଗବାନଙ୍କୁ ଖୁସି କରିବା ପାଇଁ ଭାବୁଛନ୍ତି ତାହାଲେ ଆଜିର ଏହି ନୂଆ ବର୍ଷରେ ପ୍ରଥମେ ନିଜ ଘରେ ଥିବା ବାପା ମାଆଙ୍କୁ ଖୁସିରେ ରଖନ୍ତୁ ।*

*🦋ଜୀବନରେ ଆଗକୁ ଯିବାକୁ ହେଲେ ସମୟ ସହିତ ନିଜକୁ ବଦଳାଇବାକୁ ପଡିବ, ନହେଲେ ବୟସ ଚାଲିଯିବ ଆଉ ରାସ୍ତା ବି ସରିଯିବ ହେଲେ ଭବିଷ୍ୟତ ସେଇଠି ଅଟକି ଯିବ ।*

           *🌞ଶୁଭ ସକାଳ🌞*

_*ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!*_

        ଜୟ ଜଗନ୍ନାଥ

[01/01, 7:00 am] 

*📋ଆଜିର ଖବର📩                                                 🦋ତାରିଖ–01-JAN-2022🦋 (ଶୁନିବାର)*

୧. *୨୦୨୧ର ଅନ୍ତରୁ ଆରମ୍ଭ ହେଲା ୨୦୨୨ । ସବୁ ଅପେକ୍ଷା ଅନ୍ତ ଘଟାଇ ଆସିଲା ନୂଆବର୍ଷ । ଆପଣଙ୍କୁ ନୂତନ ବର୍ଷର ଅନେକ ଅନେକ ଅଭିନନ୍ଦନ ।*

🙏🙏🙏🌹🌹🌹💐💐💐💐

୨. ନୂଆବର୍ଷରେ ଖୋଲା ରହିବ ମା’ ବିରଜା ମନ୍ଦିର । ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ।

୩. ଆଇସିଏମ୍‌ଆର୍‌ ପକ୍ଷରୁ ପୂର୍ବ ଭାରତରେ କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ଏମ୍‌ସ ଭୁବନେଶ୍ୱର ମନୋନୀତ ।

୪. *ଓମିକ୍ରନ ପ୍ରଭାବ:* ସ୍ଵିଗି ଓ ଜୋମାଟୋକୁ ପ୍ରତି ମିନିଟରେ ମିଳୁଛି ୬ ହଜାରରୁ ଅଧିକ ଅର୍ଡର ।

୫. ବିଏମ୍‌ସି ଜାରି କଲା ନୂଆବର୍ଷ କଟକଣା, ବନ୍ଦ ରହିବ ଉଦୟଗିରି, ଖଣ୍ଡଗିରି ଏବଂ ରାଜାରାଣୀ ମନ୍ଦିରଙ୍କୁ ବନ୍ଦ ରଖିବାକୁ ନଗର ନିଗମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

୬. ଆମେରିକାରେ ଜଳୁଛି ଦୁଇଟି ପ୍ରମୁଖ ସହର । ଆମେରିକାର କଲରାଡ଼ୋ ରାଜ୍ୟ ହୁତୁହୁତୁ ହୋଇ ଜଳିବାରେ ଲାଗିଛି । ଆଉ ଏ ନିଆଁ ସମ୍ପୂର୍ଣ୍ଣ ଭାବେ ୨ ସହରକୁ ଧ୍ଵଂସ କରିବାକୁକୁ ବସିଲାଣି । 

୭. କୋଭିଡ ଭୟାବହତାକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟ ସରକାର ଜାରି କରିଥିବା କରୋନା ଗାଇଡଲାଇନ୍‌କୁ ଦୃଷ୍ଟିରେ ରଖି କାର୍ଯ୍ୟାଳୟରେ ନୂଆ ବର୍ଷ ୨୦୨୨ ପାଳନ କରିବେନି ସୋଆ ବିଶ୍ବବିଦ୍ୟାଳୟ ଏମ୍‌ଡି ।

୮. ଟିକସ ଫାଙ୍କି ଥିବାରୁ ମୋବାଇଲ ନିର୍ମାତା ସାଓମି ଏବଂ ଓପ୍ପୋକୁ ୧୦୦୦ କୋଟି ଟଙ୍କାର ଫାଇନ ଦେବାକୁ ପଡ଼ିପାରେ । ଏ ନେଇ ସୂଚନା ଦେଇଛନ୍ତି ଜଣେ ବରିଷ୍ଠ ଆୟକାର ଅଧିକାରୀ । 

୯. ଦକ୍ଷିଣ ଆଫ୍ରିକା ସିରିଜରୁ ରୋହିତ ଶର୍ମା ବାଦ: କେ ଏଲ୍ ରାହୁଲ ଅଧିନାୟକ, ବୁମରା ଉପ-ଅଧିନାୟକ ।

୧୦. ନୂତନ ଡିଜିପି ଭାବରେ ଦାୟିତ୍ୱ ଗ୍ରହଣ କଲେ ସୁନୀଲ କୁମାର ବଂସଲ ।

୧୧. ଶନିବାର ଅର୍ଥାତ ଜାନୁଆରି ୧, ୨୦୨୨ରୁ ଏଟିଏମରୁ ଟଙ୍କା ଉଠାଣ ଉପରେ ଅଧିକ ଶୁଳକ ଲାଗୁ ହେବ । ଅର୍ଥାତ ମାସିକ ଏଟିଏମ କାରବାର ସଂଖ୍ୟାରୁ ଅଧିକ ହେଲେ ଆପଣଙ୍କୁ ପୂର୍ବ ତୁଳନାରେ ଅଧିକ ଦେୟ ଦେବାକୁ ହେବ ।

୧୨. ଟେକ୍ସଟାଇଲ୍ କ୍ଷେତ୍ରରେ ଅପରିବର୍ତ୍ତିତ ରହିବ ଜିଏସଟି ହାର , ୧ ଜାନୁୟାରୀ ୨୦୨୨ ପରେ ମଧ୍ୟ ଅପରିବର୍ତ୍ତିତ ରହିବ ।

୧୩. ବର୍ଷ ଆରମ୍ଭରୁ ପିଲାଙ୍କ ପଞ୍ଜିକରଣ: ରାଜ୍ୟରେ ଆସନ୍ତା ୩ ତାରିଖରୁ ୧୫ରୁ ୧୮ ବର୍ଷର ପିଲାଙ୍କୁ ଟିକା ଦିଆଯିବ। ଏଥିପାଇଁ ଶନିବାରଠାରୁ ପଞ୍ଜିକରଣ ଆରମ୍ଭ ହେବ । 

୧୪.  କୋଭିଡ-୧୯ର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ସମସ୍ତ ସରକାରୀ ଅଫିସରେ ନୂଆବର୍ଷ ପାଳନ ଉପରେ କଟକଣା ଜାରି କରିଛନ୍ତି । 

୧୫. ଓଡିଶାରେ ଜଳଜୀବନ ମିଶନକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଆଜି ୮୩୦କୋଟି ୮୫ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।

୧୬. ମହାରାଷ୍ଟ୍ରରେ କରୋନା ବିସ୍ଫୋରଣ ! ୨୪ ଘଣ୍ଟାରେ ମିଳିଲେ ୮ ହଜାରରୁ ଅଧିକ ନୂଆ ସଂକ୍ରମିତ ।

୧୭. ଜାହାଜରୁ ହାଇପରସୋନିକ ମିସାଇଲ ଜିରକନର ପରୀକ୍ଷଣ କଲା ଋଷିଆ ।

୧୮. ନୂଆବର୍ଷରୁ ଆରମ୍ଭ ହେବ ଇଲେକ୍ଟୋରାଲ ବଣ୍ଡ ବିକ୍ରି: ରାଜନୈତିକ ଦଳ ପାଇବେ ମୋଟା ଅଙ୍କର ଚାନ୍ଦା ।

୧୯. ରିଲିଜ୍ ହେଲା ତାମିଲ୍ ସୁପରଷ୍ଟାର ଅଜିତଙ୍କ *‘ବାଲିମାଇ’* ର ଟ୍ରେଲର୍ ।

୨୦. ଆରଟିପିସିଆର ବିଳମ୍ବ ହେଲେ ରା଼ପିଡ଼ ଆଣ୍ଟିଜେନ ଟେଷ୍ଟ କର: ରାଜ୍ୟମାନଙ୍କୁ ଚିଠି ଲେଖି ଏଭଳି କହିଲା କେନ୍ଦ୍ର ।

୨୧. ନୂଆବର୍ଷରେ ନୂଆ ନିୟମ: ଇ-ଫର୍ମାଟ୍‌ରେ ମିଳିବ DL ଓ RC । ପୋର୍ଟାଲ ଓ ଆପ୍‌ରୁ ଡାଉନ୍‌ଲୋଡ୍‌ କରି ମୋବାଇଲରେ ରଖିପାରିବେ ଲୋକେ । 

୨୨. ନିଟ୍ ନାମଲେଖା ପାଇଁ ଆନ୍ଦୋଳନରେ ବସିଥିବା ଡାକ୍ତରଙ୍କ ପାଇଁ ଖୁସି ଖବର: ଜାନୁଆରୀ ୬ ପୂର୍ବରୁ ହୋଇପାରେ କାଉନସେଲିଂ, ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ସୂଚନା ।

୨୩. ଦେଶରେ ସାମଗ୍ରିକ କରୋନା ଟିକାକରଣ ଶୁକ୍ରବାର ୧୪୫ କୋଟି ଅତିକ୍ରମ କରିଛି । ଆଜି ସନ୍ଧ୍ୟା ସୁଦ୍ଧା ୧୪୫ କୋଟି ୧୫ ଲକ୍ଷ ୮୦ ହଜାରରୁ ଅଧିକ ପାନ ଟିକା ଦିଆଯାଇଛି ।

୨୪. ଗ୍ରାମ୍ୟ ଉନ୍ନୟନ ବିଭାଗର ପୁନର୍ବିନ୍ୟାସ: ସବୁ ବ୍ଳକରେ ରହିବ ସବ୍‌ଡିଭିଜନ୍‌,୧୪୨ନୂଆ ପଦବୀ ସୃଷ୍ଟି ।

୨୫. ନୂଆ ବର୍ଷ ରାତିରେ ମୁମ୍ବାଇଲେ ହେବ ଆତଙ୍କୀ ହମଲା: ଧମକ ପରେ ଆକ୍ସନ ମୋଡରେ ପୋଲିସ ।

୨୬. ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବରେ ନୂଆବର୍ଷକୁ ସ୍ୱାଗତ କଲା ନ୍ୟୁଜିଲାଣ୍ଡ: ଅକଲାଣ୍ଡରେ ହେଲା ସେଲିବ୍ରେଶନ ।

୨୭. ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନୂଆବର୍ଷ ଉପହାର: ଲାଗୁ ହେବ ସପ୍ତମ ବେତନ କମିଶନ । ଆସନ୍ତା ୨୦୨୨ ଜାନୁଆରି ୧ ତାରିଖରୁ ଏହି ନିୟମ ଲାଗୁ ହେବ ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

୨୮. ଟିକାକରଣ କ୍ଷେତ୍ରରେ ଓଡ଼ିଶାକୁ ଆଉ ଏକ ସଫଳତା ମିଳିଛି। ରାଜ୍ୟରେ ଟିକାକରଣ ୫ କୋଟି ଡୋଜ୍‌ ଟପିଛି । 

୨୯. ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ପାଇଁ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି : ସପ୍ତମ ବେତନ କମିଶନର ୩୦ ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ନିଷ୍ପତ୍ତି ।

୩୦. ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୦ ଲକ୍ଷ ୪୪ ହଜାର ୮୦୩ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । 

*➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)*

*ଆଜି ଇଂରାଜୀ ନବବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ୨୦୨୨💐💐*

*ଶୁଭସକାଳ ,

[01/01, 7:08 am] *ଖବର ଆଜିର*

ତାରିଖ ୦୧-୦୧-୨୦୨୨/ଶନିବାର

୧-ସମୟର ଟିକଟିକ୍ ଶବ୍ଦ ସହ ସରିଯାଇଛି ପୁରୁଣା ବର୍ଷ, ବିଦାୟ ନେଇଛି ୨୦୨୧ । ସବୁ ଅପେକ୍ଷାର ଅନ୍ତ ଘଟାଇ ଲୋକଙ୍କ ପାଖକୁ ଆସିଛି ନୂଆବର୍ଷ । କାନ୍ଥରୁ ବଦଳିଯାଇଛି କ୍ୟାଲେଣ୍ଡରର ପୃଷ୍ଠା, ନୂଆ ଉତ୍ସାହ ନୂଆ ସମ୍ଭାବନା ସହ ପାଦ ଥାପିଛି ୨୦୨୨ ।

୨-ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା : ଲୋକେସ ରାହୁଲ ଅଧିନାୟକ, ବାଦ୍‌ ପଡିଲେ ରୋହିତ ଶର୍ମା ।

୩-ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ଏସିଆ କପ୍ ଫାଇନାଲ ମୁକାବିଲାକୁ ଜିତି ନେଇଛି ୧୯ ବର୍ଷରୁ କମ ଭାରତୀୟ ଦଳ । ବର୍ଷା କାରଣରୁ ମ୍ୟାଚ ବାଧାପ୍ରାପ୍ତ ହୋଇଥିବା ବେଳେ ଭାରତ ସମ୍ମୁଖରେ ମାତ୍ର ୧୦୨ ରନର ଟାର୍ଗେଟ ରଖାଯାଇଥିଲା । ଭାରତ ମାତ୍ର ଗୋଟିଏ ୱିକେଟ ହରାଇ ମ୍ୟାଚ ଜିତିବା ସହିତ ଟାଇଟଲ କବଜା କରିଥିଲା ।

୪-ବିଦାୟୀ ଡିଜିପି ଅଭୟଙ୍କୁ ମିଳିଲା ନୂତନ ନିଯୁକ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜିପି ଅଭୟଙ୍କୁ ରାଜ୍ୟ ନାର୍କୋଟିକ୍ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି ।  

୫-ସରିଲା ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌) ଓ ଆର୍‌ସି ପାଇଁ ସ୍ମାର୍ଟକାର୍ଡ ଏବଂ ପେପର ଡକ୍ୟୁମେଣ୍ଟ ଯୁଗ। ନୂଆବର୍ଷରୁ ସଫ୍ଟ କପିରେ ମିଳିବ ଡ୍ରାଇଭିଂ ଲାଇସେନ୍ସ। ପୋର୍ଟାଲ ଓ ଆପ୍‌ରୁ ଡାଉନ୍‌ଲୋଡ୍‌ କରି ମୋବାଇଲରେ ରଖିପାରିବେ ଲୋକେ। ଆବଶ୍ୟକ ସ୍ଥଳେ ବ୍ୟବହାର ପାଇଁ ପ୍ରିଣ୍ଟ ମଧ୍ୟ କରିପାରିବେ।

୬-ନିଟ୍ ନାମଲେଖା ପାଇଁ ଆନ୍ଦୋଳନରେ ବସିଥିବା ଡାକ୍ତରଙ୍କ ପାଇଁ ଖୁସି ଖବର: ଜାନୁଆରୀ ୬ ପୂର୍ବରୁ ହୋଇପାରେ କାଉନସେଲିଂ, ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ସୂଚନା ।

୭-କୋଭିଡ କଟକଣା ଭିତରେ ପାଳନ ହେବ ନୂଆବର୍ଷ; ସରକାରୀ ଅଫିସରେ ଏକାଠି ହୋଇପାରିବେନି ଏକାଧିକ ଲୋକ ।

୮-ନୂଆବର୍ଷରେ‌ କୃଷକଙ୍କୁ ନୂଆ ଭେଟି । ଜାନୁୟାରୀ ପହିଲା ଅର୍ଥାତ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍‌-କିଷାନର ଦଶମ କିସ୍ତି ପ୍ରଦାନ କରିବେ । ଦଶ କୋଟି ଚାଷୀ ପରିବାରଙ୍କୁ ୨୦ହଜାର କୋଟିରୁ ଅଧିକ ଅର୍ଥ ହସ୍ତାନ୍ତର ହେବ।

୯-୧୫-୧୮ ବର୍ଷ ବୟସ୍କଙ୍କ ପାଇଁ ଆଜିଠାରୁ ପଞ୍ଜୀକରଣ ; ୩ରୁ ଟିକାକରଣ । 

୧୦-ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବରେ ନୂଆବର୍ଷକୁ ସ୍ୱାଗତ କଲା ନ୍ୟୁଜିଲାଣ୍ଡ: ଅକଲାଣ୍ଡରେ ହେଲା ସେଲିବ୍ରେଶନ ।

୧୧-ଶିକ୍ଷକମାନଙ୍କୁ ରାଜ୍ୟ ସରକାର ନୂଆବର୍ଷ ଉପହାର ଦେଇଛନ୍ତି। ଶିକ୍ଷକମାନଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ହେବ। ଏ ନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଆସନ୍ତା ୨୦୨୨ ଜାନୁଆରି ୧ ତାରିଖରୁ ଏହି ନିୟମ ଲାଗୁ ହେବ ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

୧୨-ଦେଶରେ ୧୩୦୦ରୁ ଅଧିକ ଓମିକ୍ରନ ମାମଲା ।

*ଶୁଭ ସକାଳ,ସୁପ୍ରଭାତ*

[01/01, 7:09 am] : *ଖବର ଆଜିର*

[01/01, 2:09 pm] •ନୂଆବର୍ଷର ପ୍ରଥମ ଦିନରେ ରାଜଧାନୀରେ ଲାଗିଲା ରକ୍ତର ଛିଟା

•ଏୟାରଫିଲ୍ଡ୍ ଥାନା ଅଞ୍ଚଳରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା

•ସୁନ୍ଦରପଦା ନୂଆସାହିରେ ବିଳମ୍ବିତ ରାତିରେ ହତ୍ୟାକାଣ୍ଡ

•ଭୋଜିକୁ ନେଇ ୨ ଗୋଷ୍ଠୀ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ସୂଚନା

•ମୃତଦେହ ଜବତ କରି ଏୟାରଫିଲ୍ଡ୍ ଥାନା ପୋଲିସର ତଦନ୍ତ ଆରମ୍ଭ

[01/01, 2:09 pm] : •ଜାମ୍ମୁ-କାଶ୍ମୀର ମାତା #ବୈଷ୍ଣୋ #ଦେବୀ ମନ୍ଦିରରେ ଦଳା ଚକଟା: ୧୨ ମୃତ

•ଦଳା ଚକଟାରେ ଅନେକ ଲୋକ ଆହତ; ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି

•ମୃତକମାନେ ଦିଲ୍ଲୀ, ହରିୟାଣା, ପଞ୍ଜାବ ଓ ଜାମ୍ମୁ-କାଶ୍ମୀରର ସୂଚନା

[01/01, 2:09 pm] : •ରାଜ୍ୟରେ ବଢିଲା ସଂକ୍ରମଣ; ଦିନକରେ ୨୯୮ ଆକ୍ରାନ୍ତ ଚିହ୍ନଟ

•କ୍ୱାରେଣ୍ଟିନରୁ ୧୭୬, ଲୋକାଲ୍ କେସ୍ ୧୨୨ ଚିହ୍ନଟ

•ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୩୩ ଜଣ

•ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୯ ଜଣ କରୋନା ସଂକ୍ରମିତ ଚିହ୍ନଟ

[01/01, 2:09 pm] : •ଭୁବନେଶ୍ୱର: କେନାଲ ଭିତରୁ ବାଇକ୍ ସହ ଯୁବକଙ୍କ ମୃତଦେହ ଉଦ୍ଧାର

•ମଞ୍ଚେଶ୍ୱର ଥାନା ଆଖଣ୍ଡଳମଣି ବସ୍ତି ନିକଟ କେନାଲ ଭିତରୁ ଉଦ୍ଧାର

•ମୃତ ଯୁବକ ପଟିଆ ଅଞ୍ଚଳର; ମୃତ୍ୟୁର କାରଣ ଅସ୍ପଷ୍ଟ

[01/01, 2:09 pm]: *ଆଜିଠୁ ୨ ଦିନ ପାଇଁ ବନ୍ଦ ରହିବ ଭୁବନେଶ୍ବରର ୩ଟି ପର୍ଯ୍ୟଟନସ୍ଥଳୀ ଖଣ୍ଡଗିରି ଓ ଉଦୟଗିରି ଗୁମ୍ପାରେ ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ ରାଜାରାଣୀ ମନ୍ଦିର ମଧ୍ୟ ପର୍ଯ୍ୟଟଙ୍କ ପାଇଁ ବନ୍ଦ ରଖିବାକୁ ନିର୍ଦେଶ ଓମିକ୍ରନ ସଂକ୍ରମଣ ଦୃଷ୍ଟିରୁ ଭିଡ଼ ରୋକିବା ଲାଗି BMCର ପଦକ୍ଷେପ.*

*•ଦେଶରେ ୧୪୩୧ ଓମିକ୍ରନ*

*•ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୧କୁ ବୃଦ୍ଧି*

*•ମହାରାଷ୍ଟ୍ରରେ ସର୍ବାଧିକ ୪୫୪, ଦିଲ୍ଲୀରେ ୩୫୧ ଚିହ୍ନଟ*

*•ତାମିଲନାଡୁରେ ୧୧୮, ଗୁଜରାଟରେ ୧୧୫, କେରଳରେ ୧୦୯*

*•୨୩ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ବ୍ୟାପିଛି ଓମିକ୍ରନ*

[01/01, 2:10 pm] •ଦେଶରେ ଦୈନିକ କରୋନା ସଂକ୍ରମଣରେ ଆଜି ଲମ୍ବ ଡିଆଁ*

*•ଦେଶରେ ୨୪ ଘଣ୍ଟାରେ ୨୨,୭୭୫ କରୋନା ଆକ୍ରାନ୍ତ ଚିହ୍ନଟ*

*•ଦେଶରେ ଦିନକରେ ୪୦୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ*

*•ଦେଶରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୧ ହଜାର ୪୮୬କୁ ବୃଦ୍ଧି*

*•ଆକ୍ଟିଭ୍ କେସ୍- ୧,୦୪,୭୮୧; ସୁସ୍ଥ ହେଲେଣି ୩,୪୨,୭୫,୩୧୨*

Web king

Post a Comment

Previous Post Next Post