[01/01, 6:19 am] : ‼️ *ହରିଓମ୍ ସୁପ୍ରଭାତମ୍ !* ‼️
*ଅସ୍ତ ତ ଦିନେ ହବାକୁ ପଡ଼ିବ, ସେ ସୂର୍ଯ୍ୟ ହେଉ ବା ମଣିଷ....*
କିନ୍ତୁ
*ସାହାସ ଓ ଧର୍ଯ୍ୟ ସୂର୍ଯ୍ୟଙ୍କ ଠାରୁ ଶିଖିବା ଉଚିତ ଯିଏକି ସନ୍ଧ୍ୟାରେ ଅସ୍ତ ହୋଇ ମଧ୍ୟ୍ୟ ପ୍ରତ୍ୟେକ ଦିନ ସକାଳୁ ଏକ ବିଶ୍ୱାସର ସହିତ ଉଦୟ ହୁଅନ୍ତି....*
ସର୍ବେ ଭବନ୍ତୁ ସୁଖିନଃ।
*ସର୍ବେ ସନ୍ତୁ ନିରାମୟାଃ*
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
*ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥*
ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ
*ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ🌹*
✿ଓ❣️ *ଶ୍ରୀ ଜଗନ୍ନାଥ ଶରଣଂ*❣️ଆ✿
*ଆମର ସ୍ବାଭିମାନ: ସତ୍ୟ ସନାତନ ହିନ୍ଦୁ ଧର୍ମ*
[01/01, 6:19 am]
_*ତାରିଖ - ୦୧:୦୧:୨୦୨୨ (ଶନିବାର)*_
**********************************
*✤• • • • • • ✤ • • • • • • ✤• • • • • • ✤*
*🦋ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଓ ଢେର ସାରା ଶୁଭେଚ୍ଛା ଜଣେଇବା ସହ ସନ୍ଦେହ, ଘୃଣା,କ୍ରୋଧ ଈତ୍ୟାଦିକୁ ବିଦାୟ ଦେଈ ସ୍ନେହ,ଶ୍ରଦ୍ଧା ଆଉ ଭଲ ପାଇବା ଦେଇ ନିଜ ନିଜର ଲକ୍ଷ୍ୟ ଓ କର୍ତ୍ତବ୍ୟ ରେ ଆଗେଇ ଯାଆନ୍ତୁ ଏତିକି ହିଁ ସେହି ଜଗତର ନାଥ କାଳିଆ ସାଆନ୍ତ ପାଖରେ ନିବେଦନ ।*
*🦋ମନୁଷ୍ୟ ମନରେ ସାଧାରଣତଃ ଦୁଇଟି ପରାକ୍ରମଶାଳୀ ଶତୃ ଅଛନ୍ତି,*
*◆ମାନସିକ ଅନିଶ୍ଚିତତା ଓ*
*◆କ୍ଷୁଦ୍ରାତ୍ମବୋଧ ।*
*🦋ଓଷା,ବାର,ବ୍ରତ ରଖିଦେଲେ ଭଗବାନ ଖୁସି ହୋଇଯାଆନ୍ତି ନାହିଁ ଯଦି ସତରେ ଭଗବାନଙ୍କୁ ଖୁସି କରିବା ପାଇଁ ଭାବୁଛନ୍ତି ତାହାଲେ ଆଜିର ଏହି ନୂଆ ବର୍ଷରେ ପ୍ରଥମେ ନିଜ ଘରେ ଥିବା ବାପା ମାଆଙ୍କୁ ଖୁସିରେ ରଖନ୍ତୁ ।*
*🦋ଜୀବନରେ ଆଗକୁ ଯିବାକୁ ହେଲେ ସମୟ ସହିତ ନିଜକୁ ବଦଳାଇବାକୁ ପଡିବ, ନହେଲେ ବୟସ ଚାଲିଯିବ ଆଉ ରାସ୍ତା ବି ସରିଯିବ ହେଲେ ଭବିଷ୍ୟତ ସେଇଠି ଅଟକି ଯିବ ।*
ଶୁଭ ସକାଳ
_*ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!*_
🔘ଜୟ ଜଗନ୍ନାଥ🔘
[01/01, 6:19 am]
*📋ଆଜିର ଖବର📩 🦋ତାରିଖ–01-JAN-2022🦋 (ଶୁନିବାର)
୧. *୨୦୨୧ର ଅନ୍ତରୁ ଆରମ୍ଭ ହେଲା ୨୦୨୨ । ସବୁ ଅପେକ୍ଷା ଅନ୍ତ ଘଟାଇ ଆସିଲା ନୂଆବର୍ଷ । ଆପଣଙ୍କୁ ନୂତନ ବର୍ଷର ଅନେକ ଅନେକ ଅଭିନନ୍ଦନ ।*
୨. ନୂଆବର୍ଷରେ ଖୋଲା ରହିବ ମା’ ବିରଜା ମନ୍ଦିର । ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ।
୩. ଆଇସିଏମ୍ଆର୍ ପକ୍ଷରୁ ପୂର୍ବ ଭାରତରେ କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ଏମ୍ସ ଭୁବନେଶ୍ୱର ମନୋନୀତ ।
୪. *ଓମିକ୍ରନ ପ୍ରଭାବ:* ସ୍ଵିଗି ଓ ଜୋମାଟୋକୁ ପ୍ରତି ମିନିଟରେ ମିଳୁଛି ୬ ହଜାରରୁ ଅଧିକ ଅର୍ଡର ।
୫. ବିଏମ୍ସି ଜାରି କଲା ନୂଆବର୍ଷ କଟକଣା, ବନ୍ଦ ରହିବ ଉଦୟଗିରି, ଖଣ୍ଡଗିରି ଏବଂ ରାଜାରାଣୀ ମନ୍ଦିରଙ୍କୁ ବନ୍ଦ ରଖିବାକୁ ନଗର ନିଗମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
୬. ଆମେରିକାରେ ଜଳୁଛି ଦୁଇଟି ପ୍ରମୁଖ ସହର । ଆମେରିକାର କଲରାଡ଼ୋ ରାଜ୍ୟ ହୁତୁହୁତୁ ହୋଇ ଜଳିବାରେ ଲାଗିଛି । ଆଉ ଏ ନିଆଁ ସମ୍ପୂର୍ଣ୍ଣ ଭାବେ ୨ ସହରକୁ ଧ୍ଵଂସ କରିବାକୁକୁ ବସିଲାଣି ।
୭. କୋଭିଡ ଭୟାବହତାକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟ ସରକାର ଜାରି କରିଥିବା କରୋନା ଗାଇଡଲାଇନ୍କୁ ଦୃଷ୍ଟିରେ ରଖି କାର୍ଯ୍ୟାଳୟରେ ନୂଆ ବର୍ଷ ୨୦୨୨ ପାଳନ କରିବେନି ସୋଆ ବିଶ୍ବବିଦ୍ୟାଳୟ ଏମ୍ଡି ।
୮. ଟିକସ ଫାଙ୍କି ଥିବାରୁ ମୋବାଇଲ ନିର୍ମାତା ସାଓମି ଏବଂ ଓପ୍ପୋକୁ ୧୦୦୦ କୋଟି ଟଙ୍କାର ଫାଇନ ଦେବାକୁ ପଡ଼ିପାରେ । ଏ ନେଇ ସୂଚନା ଦେଇଛନ୍ତି ଜଣେ ବରିଷ୍ଠ ଆୟକାର ଅଧିକାରୀ ।
୯. ଦକ୍ଷିଣ ଆଫ୍ରିକା ସିରିଜରୁ ରୋହିତ ଶର୍ମା ବାଦ: କେ ଏଲ୍ ରାହୁଲ ଅଧିନାୟକ, ବୁମରା ଉପ-ଅଧିନାୟକ ।
୧୦. ନୂତନ ଡିଜିପି ଭାବରେ ଦାୟିତ୍ୱ ଗ୍ରହଣ କଲେ ସୁନୀଲ କୁମାର ବଂସଲ ।
୧୧. ଶନିବାର ଅର୍ଥାତ ଜାନୁଆରି ୧, ୨୦୨୨ରୁ ଏଟିଏମରୁ ଟଙ୍କା ଉଠାଣ ଉପରେ ଅଧିକ ଶୁଳକ ଲାଗୁ ହେବ । ଅର୍ଥାତ ମାସିକ ଏଟିଏମ କାରବାର ସଂଖ୍ୟାରୁ ଅଧିକ ହେଲେ ଆପଣଙ୍କୁ ପୂର୍ବ ତୁଳନାରେ ଅଧିକ ଦେୟ ଦେବାକୁ ହେବ ।
୧୨. ଟେକ୍ସଟାଇଲ୍ କ୍ଷେତ୍ରରେ ଅପରିବର୍ତ୍ତିତ ରହିବ ଜିଏସଟି ହାର , ୧ ଜାନୁୟାରୀ ୨୦୨୨ ପରେ ମଧ୍ୟ ଅପରିବର୍ତ୍ତିତ ରହିବ ।
୧୩. ବର୍ଷ ଆରମ୍ଭରୁ ପିଲାଙ୍କ ପଞ୍ଜିକରଣ: ରାଜ୍ୟରେ ଆସନ୍ତା ୩ ତାରିଖରୁ ୧୫ରୁ ୧୮ ବର୍ଷର ପିଲାଙ୍କୁ ଟିକା ଦିଆଯିବ। ଏଥିପାଇଁ ଶନିବାରଠାରୁ ପଞ୍ଜିକରଣ ଆରମ୍ଭ ହେବ ।
୧୪. କୋଭିଡ-୧୯ର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ସମସ୍ତ ସରକାରୀ ଅଫିସରେ ନୂଆବର୍ଷ ପାଳନ ଉପରେ କଟକଣା ଜାରି କରିଛନ୍ତି ।
୧୫. ଓଡିଶାରେ ଜଳଜୀବନ ମିଶନକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଆଜି ୮୩୦କୋଟି ୮୫ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।
୧୬. ମହାରାଷ୍ଟ୍ରରେ କରୋନା ବିସ୍ଫୋରଣ ! ୨୪ ଘଣ୍ଟାରେ ମିଳିଲେ ୮ ହଜାରରୁ ଅଧିକ ନୂଆ ସଂକ୍ରମିତ ।
୧୭. ଜାହାଜରୁ ହାଇପରସୋନିକ ମିସାଇଲ ଜିରକନର ପରୀକ୍ଷଣ କଲା ଋଷିଆ ।
୧୮. ନୂଆବର୍ଷରୁ ଆରମ୍ଭ ହେବ ଇଲେକ୍ଟୋରାଲ ବଣ୍ଡ ବିକ୍ରି: ରାଜନୈତିକ ଦଳ ପାଇବେ ମୋଟା ଅଙ୍କର ଚାନ୍ଦା ।
୧୯. ରିଲିଜ୍ ହେଲା ତାମିଲ୍ ସୁପରଷ୍ଟାର ଅଜିତଙ୍କ *‘ବାଲିମାଇ’* ର ଟ୍ରେଲର୍ ।
୨୦. ଆରଟିପିସିଆର ବିଳମ୍ବ ହେଲେ ରା଼ପିଡ଼ ଆଣ୍ଟିଜେନ ଟେଷ୍ଟ କର: ରାଜ୍ୟମାନଙ୍କୁ ଚିଠି ଲେଖି ଏଭଳି କହିଲା କେନ୍ଦ୍ର ।
୨୧. ନୂଆବର୍ଷରେ ନୂଆ ନିୟମ: ଇ-ଫର୍ମାଟ୍ରେ ମିଳିବ DL ଓ RC । ପୋର୍ଟାଲ ଓ ଆପ୍ରୁ ଡାଉନ୍ଲୋଡ୍ କରି ମୋବାଇଲରେ ରଖିପାରିବେ ଲୋକେ ।
୨୨. ନିଟ୍ ନାମଲେଖା ପାଇଁ ଆନ୍ଦୋଳନରେ ବସିଥିବା ଡାକ୍ତରଙ୍କ ପାଇଁ ଖୁସି ଖବର: ଜାନୁଆରୀ ୬ ପୂର୍ବରୁ ହୋଇପାରେ କାଉନସେଲିଂ, ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ସୂଚନା ।
୨୩. ଦେଶରେ ସାମଗ୍ରିକ କରୋନା ଟିକାକରଣ ଶୁକ୍ରବାର ୧୪୫ କୋଟି ଅତିକ୍ରମ କରିଛି । ଆଜି ସନ୍ଧ୍ୟା ସୁଦ୍ଧା ୧୪୫ କୋଟି ୧୫ ଲକ୍ଷ ୮୦ ହଜାରରୁ ଅଧିକ ପାନ ଟିକା ଦିଆଯାଇଛି ।
୨୪. ଗ୍ରାମ୍ୟ ଉନ୍ନୟନ ବିଭାଗର ପୁନର୍ବିନ୍ୟାସ: ସବୁ ବ୍ଳକରେ ରହିବ ସବ୍ଡିଭିଜନ୍,୧୪୨ନୂଆ ପଦବୀ ସୃଷ୍ଟି ।
୨୫. ନୂଆ ବର୍ଷ ରାତିରେ ମୁମ୍ବାଇଲେ ହେବ ଆତଙ୍କୀ ହମଲା: ଧମକ ପରେ ଆକ୍ସନ ମୋଡରେ ପୋଲିସ ।
୨୬. ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବରେ ନୂଆବର୍ଷକୁ ସ୍ୱାଗତ କଲା ନ୍ୟୁଜିଲାଣ୍ଡ: ଅକଲାଣ୍ଡରେ ହେଲା ସେଲିବ୍ରେଶନ ।
୨୭. ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନୂଆବର୍ଷ ଉପହାର: ଲାଗୁ ହେବ ସପ୍ତମ ବେତନ କମିଶନ । ଆସନ୍ତା ୨୦୨୨ ଜାନୁଆରି ୧ ତାରିଖରୁ ଏହି ନିୟମ ଲାଗୁ ହେବ ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
୨୮. ଟିକାକରଣ କ୍ଷେତ୍ରରେ ଓଡ଼ିଶାକୁ ଆଉ ଏକ ସଫଳତା ମିଳିଛି। ରାଜ୍ୟରେ ଟିକାକରଣ ୫ କୋଟି ଡୋଜ୍ ଟପିଛି ।
୨୯. ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ପାଇଁ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି : ସପ୍ତମ ବେତନ କମିଶନର ୩୦ ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ନିଷ୍ପତ୍ତି ।
୩୦. ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୦ ଲକ୍ଷ ୪୪ ହଜାର ୮୦୩ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି ।
*➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)*
*ଆଜି ଇଂରାଜୀ ନବବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ୨୦୨୨💐💐*
*ଶୁଭସକାଳ ,
[01/01, 7:00 am] ଆଜିର ଅନୁଚିନ୍ତା🛕🎪
_*ତାରିଖ - ୦୧:୦୧:୨୦୨୨ (ଶନିବାର)*_
*🦋ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଓ ଢେର ସାରା ଶୁଭେଚ୍ଛା ଜଣେଇବା ସହ ସନ୍ଦେହ, ଘୃଣା,କ୍ରୋଧ ଈତ୍ୟାଦିକୁ ବିଦାୟ ଦେଈ ସ୍ନେହ,ଶ୍ରଦ୍ଧା ଆଉ ଭଲ ପାଇବା ଦେଇ ନିଜ ନିଜର ଲକ୍ଷ୍ୟ ଓ କର୍ତ୍ତବ୍ୟ ରେ ଆଗେଇ ଯାଆନ୍ତୁ ଏତିକି ହିଁ ସେହି ଜଗତର ନାଥ କାଳିଆ ସାଆନ୍ତ ପାଖରେ ନିବେଦନ ।*
*🦋ମନୁଷ୍ୟ ମନରେ ସାଧାରଣତଃ ଦୁଇଟି ପରାକ୍ରମଶାଳୀ ଶତୃ ଅଛନ୍ତି,*
*◆ମାନସିକ ଅନିଶ୍ଚିତତା ଓ*
*◆କ୍ଷୁଦ୍ରାତ୍ମବୋଧ ।*
*🦋ଓଷା,ବାର,ବ୍ରତ ରଖିଦେଲେ ଭଗବାନ ଖୁସି ହୋଇଯାଆନ୍ତି ନାହିଁ ଯଦି ସତରେ ଭଗବାନଙ୍କୁ ଖୁସି କରିବା ପାଇଁ ଭାବୁଛନ୍ତି ତାହାଲେ ଆଜିର ଏହି ନୂଆ ବର୍ଷରେ ପ୍ରଥମେ ନିଜ ଘରେ ଥିବା ବାପା ମାଆଙ୍କୁ ଖୁସିରେ ରଖନ୍ତୁ ।*
*🦋ଜୀବନରେ ଆଗକୁ ଯିବାକୁ ହେଲେ ସମୟ ସହିତ ନିଜକୁ ବଦଳାଇବାକୁ ପଡିବ, ନହେଲେ ବୟସ ଚାଲିଯିବ ଆଉ ରାସ୍ତା ବି ସରିଯିବ ହେଲେ ଭବିଷ୍ୟତ ସେଇଠି ଅଟକି ଯିବ ।*
*🌞ଶୁଭ ସକାଳ🌞*
_*ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!*_
ଜୟ ଜଗନ୍ନାଥ
[01/01, 7:00 am]
*📋ଆଜିର ଖବର📩 🦋ତାରିଖ–01-JAN-2022🦋 (ଶୁନିବାର)*
୧. *୨୦୨୧ର ଅନ୍ତରୁ ଆରମ୍ଭ ହେଲା ୨୦୨୨ । ସବୁ ଅପେକ୍ଷା ଅନ୍ତ ଘଟାଇ ଆସିଲା ନୂଆବର୍ଷ । ଆପଣଙ୍କୁ ନୂତନ ବର୍ଷର ଅନେକ ଅନେକ ଅଭିନନ୍ଦନ ।*
🙏🙏🙏🌹🌹🌹💐💐💐💐
୨. ନୂଆବର୍ଷରେ ଖୋଲା ରହିବ ମା’ ବିରଜା ମନ୍ଦିର । ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ।
୩. ଆଇସିଏମ୍ଆର୍ ପକ୍ଷରୁ ପୂର୍ବ ଭାରତରେ କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ଏମ୍ସ ଭୁବନେଶ୍ୱର ମନୋନୀତ ।
୪. *ଓମିକ୍ରନ ପ୍ରଭାବ:* ସ୍ଵିଗି ଓ ଜୋମାଟୋକୁ ପ୍ରତି ମିନିଟରେ ମିଳୁଛି ୬ ହଜାରରୁ ଅଧିକ ଅର୍ଡର ।
୫. ବିଏମ୍ସି ଜାରି କଲା ନୂଆବର୍ଷ କଟକଣା, ବନ୍ଦ ରହିବ ଉଦୟଗିରି, ଖଣ୍ଡଗିରି ଏବଂ ରାଜାରାଣୀ ମନ୍ଦିରଙ୍କୁ ବନ୍ଦ ରଖିବାକୁ ନଗର ନିଗମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
୬. ଆମେରିକାରେ ଜଳୁଛି ଦୁଇଟି ପ୍ରମୁଖ ସହର । ଆମେରିକାର କଲରାଡ଼ୋ ରାଜ୍ୟ ହୁତୁହୁତୁ ହୋଇ ଜଳିବାରେ ଲାଗିଛି । ଆଉ ଏ ନିଆଁ ସମ୍ପୂର୍ଣ୍ଣ ଭାବେ ୨ ସହରକୁ ଧ୍ଵଂସ କରିବାକୁକୁ ବସିଲାଣି ।
୭. କୋଭିଡ ଭୟାବହତାକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟ ସରକାର ଜାରି କରିଥିବା କରୋନା ଗାଇଡଲାଇନ୍କୁ ଦୃଷ୍ଟିରେ ରଖି କାର୍ଯ୍ୟାଳୟରେ ନୂଆ ବର୍ଷ ୨୦୨୨ ପାଳନ କରିବେନି ସୋଆ ବିଶ୍ବବିଦ୍ୟାଳୟ ଏମ୍ଡି ।
୮. ଟିକସ ଫାଙ୍କି ଥିବାରୁ ମୋବାଇଲ ନିର୍ମାତା ସାଓମି ଏବଂ ଓପ୍ପୋକୁ ୧୦୦୦ କୋଟି ଟଙ୍କାର ଫାଇନ ଦେବାକୁ ପଡ଼ିପାରେ । ଏ ନେଇ ସୂଚନା ଦେଇଛନ୍ତି ଜଣେ ବରିଷ୍ଠ ଆୟକାର ଅଧିକାରୀ ।
୯. ଦକ୍ଷିଣ ଆଫ୍ରିକା ସିରିଜରୁ ରୋହିତ ଶର୍ମା ବାଦ: କେ ଏଲ୍ ରାହୁଲ ଅଧିନାୟକ, ବୁମରା ଉପ-ଅଧିନାୟକ ।
୧୦. ନୂତନ ଡିଜିପି ଭାବରେ ଦାୟିତ୍ୱ ଗ୍ରହଣ କଲେ ସୁନୀଲ କୁମାର ବଂସଲ ।
୧୧. ଶନିବାର ଅର୍ଥାତ ଜାନୁଆରି ୧, ୨୦୨୨ରୁ ଏଟିଏମରୁ ଟଙ୍କା ଉଠାଣ ଉପରେ ଅଧିକ ଶୁଳକ ଲାଗୁ ହେବ । ଅର୍ଥାତ ମାସିକ ଏଟିଏମ କାରବାର ସଂଖ୍ୟାରୁ ଅଧିକ ହେଲେ ଆପଣଙ୍କୁ ପୂର୍ବ ତୁଳନାରେ ଅଧିକ ଦେୟ ଦେବାକୁ ହେବ ।
୧୨. ଟେକ୍ସଟାଇଲ୍ କ୍ଷେତ୍ରରେ ଅପରିବର୍ତ୍ତିତ ରହିବ ଜିଏସଟି ହାର , ୧ ଜାନୁୟାରୀ ୨୦୨୨ ପରେ ମଧ୍ୟ ଅପରିବର୍ତ୍ତିତ ରହିବ ।
୧୩. ବର୍ଷ ଆରମ୍ଭରୁ ପିଲାଙ୍କ ପଞ୍ଜିକରଣ: ରାଜ୍ୟରେ ଆସନ୍ତା ୩ ତାରିଖରୁ ୧୫ରୁ ୧୮ ବର୍ଷର ପିଲାଙ୍କୁ ଟିକା ଦିଆଯିବ। ଏଥିପାଇଁ ଶନିବାରଠାରୁ ପଞ୍ଜିକରଣ ଆରମ୍ଭ ହେବ ।
୧୪. କୋଭିଡ-୧୯ର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ସମସ୍ତ ସରକାରୀ ଅଫିସରେ ନୂଆବର୍ଷ ପାଳନ ଉପରେ କଟକଣା ଜାରି କରିଛନ୍ତି ।
୧୫. ଓଡିଶାରେ ଜଳଜୀବନ ମିଶନକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଆଜି ୮୩୦କୋଟି ୮୫ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।
୧୬. ମହାରାଷ୍ଟ୍ରରେ କରୋନା ବିସ୍ଫୋରଣ ! ୨୪ ଘଣ୍ଟାରେ ମିଳିଲେ ୮ ହଜାରରୁ ଅଧିକ ନୂଆ ସଂକ୍ରମିତ ।
୧୭. ଜାହାଜରୁ ହାଇପରସୋନିକ ମିସାଇଲ ଜିରକନର ପରୀକ୍ଷଣ କଲା ଋଷିଆ ।
୧୮. ନୂଆବର୍ଷରୁ ଆରମ୍ଭ ହେବ ଇଲେକ୍ଟୋରାଲ ବଣ୍ଡ ବିକ୍ରି: ରାଜନୈତିକ ଦଳ ପାଇବେ ମୋଟା ଅଙ୍କର ଚାନ୍ଦା ।
୧୯. ରିଲିଜ୍ ହେଲା ତାମିଲ୍ ସୁପରଷ୍ଟାର ଅଜିତଙ୍କ *‘ବାଲିମାଇ’* ର ଟ୍ରେଲର୍ ।
୨୦. ଆରଟିପିସିଆର ବିଳମ୍ବ ହେଲେ ରା଼ପିଡ଼ ଆଣ୍ଟିଜେନ ଟେଷ୍ଟ କର: ରାଜ୍ୟମାନଙ୍କୁ ଚିଠି ଲେଖି ଏଭଳି କହିଲା କେନ୍ଦ୍ର ।
୨୧. ନୂଆବର୍ଷରେ ନୂଆ ନିୟମ: ଇ-ଫର୍ମାଟ୍ରେ ମିଳିବ DL ଓ RC । ପୋର୍ଟାଲ ଓ ଆପ୍ରୁ ଡାଉନ୍ଲୋଡ୍ କରି ମୋବାଇଲରେ ରଖିପାରିବେ ଲୋକେ ।
୨୨. ନିଟ୍ ନାମଲେଖା ପାଇଁ ଆନ୍ଦୋଳନରେ ବସିଥିବା ଡାକ୍ତରଙ୍କ ପାଇଁ ଖୁସି ଖବର: ଜାନୁଆରୀ ୬ ପୂର୍ବରୁ ହୋଇପାରେ କାଉନସେଲିଂ, ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ସୂଚନା ।
୨୩. ଦେଶରେ ସାମଗ୍ରିକ କରୋନା ଟିକାକରଣ ଶୁକ୍ରବାର ୧୪୫ କୋଟି ଅତିକ୍ରମ କରିଛି । ଆଜି ସନ୍ଧ୍ୟା ସୁଦ୍ଧା ୧୪୫ କୋଟି ୧୫ ଲକ୍ଷ ୮୦ ହଜାରରୁ ଅଧିକ ପାନ ଟିକା ଦିଆଯାଇଛି ।
୨୪. ଗ୍ରାମ୍ୟ ଉନ୍ନୟନ ବିଭାଗର ପୁନର୍ବିନ୍ୟାସ: ସବୁ ବ୍ଳକରେ ରହିବ ସବ୍ଡିଭିଜନ୍,୧୪୨ନୂଆ ପଦବୀ ସୃଷ୍ଟି ।
୨୫. ନୂଆ ବର୍ଷ ରାତିରେ ମୁମ୍ବାଇଲେ ହେବ ଆତଙ୍କୀ ହମଲା: ଧମକ ପରେ ଆକ୍ସନ ମୋଡରେ ପୋଲିସ ।
୨୬. ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବରେ ନୂଆବର୍ଷକୁ ସ୍ୱାଗତ କଲା ନ୍ୟୁଜିଲାଣ୍ଡ: ଅକଲାଣ୍ଡରେ ହେଲା ସେଲିବ୍ରେଶନ ।
୨୭. ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନୂଆବର୍ଷ ଉପହାର: ଲାଗୁ ହେବ ସପ୍ତମ ବେତନ କମିଶନ । ଆସନ୍ତା ୨୦୨୨ ଜାନୁଆରି ୧ ତାରିଖରୁ ଏହି ନିୟମ ଲାଗୁ ହେବ ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
୨୮. ଟିକାକରଣ କ୍ଷେତ୍ରରେ ଓଡ଼ିଶାକୁ ଆଉ ଏକ ସଫଳତା ମିଳିଛି। ରାଜ୍ୟରେ ଟିକାକରଣ ୫ କୋଟି ଡୋଜ୍ ଟପିଛି ।
୨୯. ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ପାଇଁ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି : ସପ୍ତମ ବେତନ କମିଶନର ୩୦ ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ନିଷ୍ପତ୍ତି ।
୩୦. ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୦ ଲକ୍ଷ ୪୪ ହଜାର ୮୦୩ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି ।
*➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)*
*ଆଜି ଇଂରାଜୀ ନବବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ୨୦୨୨💐💐*
*ଶୁଭସକାଳ ,
[01/01, 7:08 am] *ଖବର ଆଜିର*
ତାରିଖ ୦୧-୦୧-୨୦୨୨/ଶନିବାର
୧-ସମୟର ଟିକଟିକ୍ ଶବ୍ଦ ସହ ସରିଯାଇଛି ପୁରୁଣା ବର୍ଷ, ବିଦାୟ ନେଇଛି ୨୦୨୧ । ସବୁ ଅପେକ୍ଷାର ଅନ୍ତ ଘଟାଇ ଲୋକଙ୍କ ପାଖକୁ ଆସିଛି ନୂଆବର୍ଷ । କାନ୍ଥରୁ ବଦଳିଯାଇଛି କ୍ୟାଲେଣ୍ଡରର ପୃଷ୍ଠା, ନୂଆ ଉତ୍ସାହ ନୂଆ ସମ୍ଭାବନା ସହ ପାଦ ଥାପିଛି ୨୦୨୨ ।
୨-ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା : ଲୋକେସ ରାହୁଲ ଅଧିନାୟକ, ବାଦ୍ ପଡିଲେ ରୋହିତ ଶର୍ମା ।
୩-ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ଏସିଆ କପ୍ ଫାଇନାଲ ମୁକାବିଲାକୁ ଜିତି ନେଇଛି ୧୯ ବର୍ଷରୁ କମ ଭାରତୀୟ ଦଳ । ବର୍ଷା କାରଣରୁ ମ୍ୟାଚ ବାଧାପ୍ରାପ୍ତ ହୋଇଥିବା ବେଳେ ଭାରତ ସମ୍ମୁଖରେ ମାତ୍ର ୧୦୨ ରନର ଟାର୍ଗେଟ ରଖାଯାଇଥିଲା । ଭାରତ ମାତ୍ର ଗୋଟିଏ ୱିକେଟ ହରାଇ ମ୍ୟାଚ ଜିତିବା ସହିତ ଟାଇଟଲ କବଜା କରିଥିଲା ।
୪-ବିଦାୟୀ ଡିଜିପି ଅଭୟଙ୍କୁ ମିଳିଲା ନୂତନ ନିଯୁକ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜିପି ଅଭୟଙ୍କୁ ରାଜ୍ୟ ନାର୍କୋଟିକ୍ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି ।
୫-ସରିଲା ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍) ଓ ଆର୍ସି ପାଇଁ ସ୍ମାର୍ଟକାର୍ଡ ଏବଂ ପେପର ଡକ୍ୟୁମେଣ୍ଟ ଯୁଗ। ନୂଆବର୍ଷରୁ ସଫ୍ଟ କପିରେ ମିଳିବ ଡ୍ରାଇଭିଂ ଲାଇସେନ୍ସ। ପୋର୍ଟାଲ ଓ ଆପ୍ରୁ ଡାଉନ୍ଲୋଡ୍ କରି ମୋବାଇଲରେ ରଖିପାରିବେ ଲୋକେ। ଆବଶ୍ୟକ ସ୍ଥଳେ ବ୍ୟବହାର ପାଇଁ ପ୍ରିଣ୍ଟ ମଧ୍ୟ କରିପାରିବେ।
୬-ନିଟ୍ ନାମଲେଖା ପାଇଁ ଆନ୍ଦୋଳନରେ ବସିଥିବା ଡାକ୍ତରଙ୍କ ପାଇଁ ଖୁସି ଖବର: ଜାନୁଆରୀ ୬ ପୂର୍ବରୁ ହୋଇପାରେ କାଉନସେଲିଂ, ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ସୂଚନା ।
୭-କୋଭିଡ କଟକଣା ଭିତରେ ପାଳନ ହେବ ନୂଆବର୍ଷ; ସରକାରୀ ଅଫିସରେ ଏକାଠି ହୋଇପାରିବେନି ଏକାଧିକ ଲୋକ ।
୮-ନୂଆବର୍ଷରେ କୃଷକଙ୍କୁ ନୂଆ ଭେଟି । ଜାନୁୟାରୀ ପହିଲା ଅର୍ଥାତ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍-କିଷାନର ଦଶମ କିସ୍ତି ପ୍ରଦାନ କରିବେ । ଦଶ କୋଟି ଚାଷୀ ପରିବାରଙ୍କୁ ୨୦ହଜାର କୋଟିରୁ ଅଧିକ ଅର୍ଥ ହସ୍ତାନ୍ତର ହେବ।
୯-୧୫-୧୮ ବର୍ଷ ବୟସ୍କଙ୍କ ପାଇଁ ଆଜିଠାରୁ ପଞ୍ଜୀକରଣ ; ୩ରୁ ଟିକାକରଣ ।
୧୦-ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବରେ ନୂଆବର୍ଷକୁ ସ୍ୱାଗତ କଲା ନ୍ୟୁଜିଲାଣ୍ଡ: ଅକଲାଣ୍ଡରେ ହେଲା ସେଲିବ୍ରେଶନ ।
୧୧-ଶିକ୍ଷକମାନଙ୍କୁ ରାଜ୍ୟ ସରକାର ନୂଆବର୍ଷ ଉପହାର ଦେଇଛନ୍ତି। ଶିକ୍ଷକମାନଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ହେବ। ଏ ନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଆସନ୍ତା ୨୦୨୨ ଜାନୁଆରି ୧ ତାରିଖରୁ ଏହି ନିୟମ ଲାଗୁ ହେବ ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।
୧୨-ଦେଶରେ ୧୩୦୦ରୁ ଅଧିକ ଓମିକ୍ରନ ମାମଲା ।
*ଶୁଭ ସକାଳ,ସୁପ୍ରଭାତ*
[01/01, 7:09 am] : *ଖବର ଆଜିର*

[01/01, 2:09 pm] •ନୂଆବର୍ଷର ପ୍ରଥମ ଦିନରେ ରାଜଧାନୀରେ ଲାଗିଲା ରକ୍ତର ଛିଟା
•ଏୟାରଫିଲ୍ଡ୍ ଥାନା ଅଞ୍ଚଳରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା
•ସୁନ୍ଦରପଦା ନୂଆସାହିରେ ବିଳମ୍ବିତ ରାତିରେ ହତ୍ୟାକାଣ୍ଡ
•ଭୋଜିକୁ ନେଇ ୨ ଗୋଷ୍ଠୀ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ସୂଚନା
•ମୃତଦେହ ଜବତ କରି ଏୟାରଫିଲ୍ଡ୍ ଥାନା ପୋଲିସର ତଦନ୍ତ ଆରମ୍ଭ
[01/01, 2:09 pm] : •ଜାମ୍ମୁ-କାଶ୍ମୀର ମାତା #ବୈଷ୍ଣୋ #ଦେବୀ ମନ୍ଦିରରେ ଦଳା ଚକଟା: ୧୨ ମୃତ
•ଦଳା ଚକଟାରେ ଅନେକ ଲୋକ ଆହତ; ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି
•ମୃତକମାନେ ଦିଲ୍ଲୀ, ହରିୟାଣା, ପଞ୍ଜାବ ଓ ଜାମ୍ମୁ-କାଶ୍ମୀରର ସୂଚନା
[01/01, 2:09 pm] : •ରାଜ୍ୟରେ ବଢିଲା ସଂକ୍ରମଣ; ଦିନକରେ ୨୯୮ ଆକ୍ରାନ୍ତ ଚିହ୍ନଟ
•କ୍ୱାରେଣ୍ଟିନରୁ ୧୭୬, ଲୋକାଲ୍ କେସ୍ ୧୨୨ ଚିହ୍ନଟ
•ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୩୩ ଜଣ
•ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୯ ଜଣ କରୋନା ସଂକ୍ରମିତ ଚିହ୍ନଟ
[01/01, 2:09 pm] : •ଭୁବନେଶ୍ୱର: କେନାଲ ଭିତରୁ ବାଇକ୍ ସହ ଯୁବକଙ୍କ ମୃତଦେହ ଉଦ୍ଧାର
•ମଞ୍ଚେଶ୍ୱର ଥାନା ଆଖଣ୍ଡଳମଣି ବସ୍ତି ନିକଟ କେନାଲ ଭିତରୁ ଉଦ୍ଧାର
•ମୃତ ଯୁବକ ପଟିଆ ଅଞ୍ଚଳର; ମୃତ୍ୟୁର କାରଣ ଅସ୍ପଷ୍ଟ
[01/01, 2:09 pm]: *ଆଜିଠୁ ୨ ଦିନ ପାଇଁ ବନ୍ଦ ରହିବ ଭୁବନେଶ୍ବରର ୩ଟି ପର୍ଯ୍ୟଟନସ୍ଥଳୀ ଖଣ୍ଡଗିରି ଓ ଉଦୟଗିରି ଗୁମ୍ପାରେ ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ ରାଜାରାଣୀ ମନ୍ଦିର ମଧ୍ୟ ପର୍ଯ୍ୟଟଙ୍କ ପାଇଁ ବନ୍ଦ ରଖିବାକୁ ନିର୍ଦେଶ ଓମିକ୍ରନ ସଂକ୍ରମଣ ଦୃଷ୍ଟିରୁ ଭିଡ଼ ରୋକିବା ଲାଗି BMCର ପଦକ୍ଷେପ.*
*•ଦେଶରେ ୧୪୩୧ ଓମିକ୍ରନ*
*•ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୧କୁ ବୃଦ୍ଧି*
*•ମହାରାଷ୍ଟ୍ରରେ ସର୍ବାଧିକ ୪୫୪, ଦିଲ୍ଲୀରେ ୩୫୧ ଚିହ୍ନଟ*
*•ତାମିଲନାଡୁରେ ୧୧୮, ଗୁଜରାଟରେ ୧୧୫, କେରଳରେ ୧୦୯*
*•୨୩ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ବ୍ୟାପିଛି ଓମିକ୍ରନ*
[01/01, 2:10 pm] •ଦେଶରେ ଦୈନିକ କରୋନା ସଂକ୍ରମଣରେ ଆଜି ଲମ୍ବ ଡିଆଁ*
*•ଦେଶରେ ୨୪ ଘଣ୍ଟାରେ ୨୨,୭୭୫ କରୋନା ଆକ୍ରାନ୍ତ ଚିହ୍ନଟ*
*•ଦେଶରେ ଦିନକରେ ୪୦୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ*
*•ଦେଶରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୧ ହଜାର ୪୮୬କୁ ବୃଦ୍ଧି*
*•ଆକ୍ଟିଭ୍ କେସ୍- ୧,୦୪,୭୮୧; ସୁସ୍ଥ ହେଲେଣି ୩,୪୨,୭୫,୩୧୨*