Odiya astrology new year 2022, odiya update, odiyaweb, odiya web, odisha news, odiya news,

 [02/01, 3:16 am]  *କଥାଟିଏ କହିବାର ଅଛି ..........                     ବର୍ଷର ସର୍ବାଧିକ ଜୀବହତ୍ୟାର ଦିନ- ଜାନୁଆରୀ ୦୧, ସର୍ବାଧିକ ମଦ ବିକ୍ରିର ଦିନ - ଜାନୁଆରୀ ୦୧, ସର୍ବାଧିକ ମଦ ପିଆ ଦିନ - ଜାନୁଆରୀ ୦୧ , ସର୍ବାଧିକ ଦୁର୍ଘଟଣାର ଦିନ - ଜାନୁଆରୀ ୦୧, ସର୍ବାଧିକ ଗଣ୍ଡଗୋଳର ଦିନ - ଜାନୁଆରୀ ୦୧  । ଅର୍ଥାତ ହତ୍ୟା, ରକ୍ତପାତ୍ରର ଦିନ ଭାବେ ପରିଗଣିତ ଜାନୁଆରୀ ୦୧। ଅର୍ଥାତ ସବୁଠୁ ଅଧିକ ଅଶୁଭକୁ ଆମନ୍ତ୍ରଣ କରୁଥିବା ଦିନ ହେଉଛି ଜାନୁଆରୀ ୦୧ । ଏପରିସ୍ଥଳେ ଏହା ଆମପାଇଁ କିପରି ଶୁଭ ବା Happy New Year ଟିଏ, କୁହନ୍ତୁ ନା? ଆମଠାରେ ଗୋଲାମୀ ମାନସିକତାକୁ ବଢ଼େଇବା ପାଇଁ ଷଡଯନ୍ତ୍ର ସହକାରେ ୧୮୭୭ ମସିହାରୁ ଆମ ଉପରେ ଏହା ଲଦି ଦିଆଗଲା। ଆସନ୍ତୁ, ଅନ୍ତତଃ ଏବେ ଟିକେ ହେଜିବା। ମୋର ଯୋଡହସ୍ତେ🙏 ନିବେଦନ, "ମାତୃଭୂମି ଓ ମାତୃଭାଷା" ସଂଗୋଷ୍ଠିରେ ଦୟାକରି କେହି ଜାନୁଆରୀ ୦୧ ର ବୁଥା ବନ୍ଦନା କରିବା ନାହିଁ। କୌଣସି ନୂତନ ବର୍ଷ ବୋଲି ପୋଷ୍ଟ କରିବା ନାହିଁ*🏵️🙏

[02/01, 5:05 am]  



🌹🌼👉ମହାବୀର ପଞ୍ଜିକା👈🌼🌹*

 *✧═════•❁❀❁•═════✧*   

 *ଅଦ୍ୟ ଜାନୁଆରୀ ମାସ ୦୨ ତାରିଖ ୨୦୨୨ ମସିହା(ରବିବାର)*

*ଶକାବ୍ଦ -୧୯୪୩* 

*ସମ୍ବତ -୨୦୭୮*

*ସାଲ-୧୪୨୯*

*ପୌଷ- କୃଷ୍ଣପକ୍ଷ*

*ତିଥି- ଅମାବାସ୍ୟା ରାତ୍ରି  ଘ ୧୧/୫୨ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ*

*ନକ୍ଷତ୍ର- ମୂଳା ରାତ୍ରି  ଘ ୦୪/୪୬ ପର୍ଯ୍ୟନ୍ତ ତଦନ୍ତେ ପୂର୍ବ।ଷ।ଢା*

*ଚନ୍ଦ୍ର-  ଧନୁ*

*ଯୋଗ- ବୃଦ୍ଧି*

*କରଣ - ଚତୁଷ୍ପଦ*

*ସୌରମାସ- ଧନୁ ୧୮ ଦିନ*

*✧═════•❁❀❁•═════✧*

*ସୁର୍ୟୋଦୟ-ପ୍ରାତଃ ଘ୦୬/୨୬/୪୩*

*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୫/୫୯*

*✧═════•❁❀

*ଯୋଗିନୀ ଐଶାନ୍ୟେ ରାତ୍ରି  ଘ ୧୧/୫୨ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେ*

*ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର*

*ମେଷ ରାଶିର ଘାତବାର*

*ଅମାବାସ୍ୟା ର ସ।ମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ*

✧═════•❁❀❁•═══

*କାଳବେଳ। ଓ ବାରବେଳ। - ଦିବା ଘ ୧୦/୨୭ ଗତେ ଘ୦୧/୧୨ ମଧ୍ୟେ*

══•❁❀❁•═══

*ବିଶୁଦ୍ଧ ଅମୃତ ବେଳ। - ଦିବା  ଘ୦୭/୧୪ ଗତେ ଘ୦୯/୩୬ ମଧ୍ୟେ ଓ  ଘ ୦୧/୧୪ ଗତେ ଘ୦୪/୦୨ ମଧ୍ୟେ*

*ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ ୦୪/୫୧ ଗତେ ଘ୦୫/୧୬ ମଧ୍ୟେ*

*═✧*══•❁❀❁•═════✧

*ଅଦ୍ୟ ଆମିଷ  ଭକ୍ଷଣ ନିଷେଧ*

*═✧*══•❁❀❁•═════✧


*✧═════•❁❀❁•═════✧*  

*🌼🌹꧁ ଆଜିର ରାଶିଫଳ꧂🌹🌼*

        *✧═════•❁❀❁•═════✧*

*ମେଷ* 👉

*ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ।  ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍‌ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ।* 

*✧═════•❁❀❁•═════✧*

 *ବୃଷ* 👉

 *ପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସିବା ଠିକ୍‌ ହେବନାହିଁ। ଆଜିର ବନ୍ଧୁମିଳନ ପ୍ରକୃଷ୍ଟ ସମୟ କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟ, କଚେରି ମାମଲା, ପରିବହନ ଦିଗରୁ ଲାଭବାନ୍‌ ହେବେ। ଆଜି କର୍ମକ୍ଷେତ୍ର କିମ୍ବା ଆନୁଷ୍ଠାନିକ କାମରେ ଦୃଢ଼ ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ।* 

*✧═════•❁❀❁•═════✧*

 *ମିଥୁନ*👉 

 *ଆକସ୍ମିକ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଆପଣଙ୍କ ସକାଶେ କିଛି ଅସୁବିଧା ସୃଷ୍ଟି ହୋଇପାରେ। ବହୁଦିନରୁ ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।  ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ, ମାତ୍ର ପରିସ୍ଥିତିବଶତଃ ଅନ୍ୟ ବାଟରେ ବ୍ୟୟ ହୋଇଯିବା ସୂଚନା ରହିଛି।* 

 *✧═════•❁❀❁•═════✧*

 *କର୍କଟ* 👉

 *ଆଜି ବିଭିନ୍ନ ପ୍ରକାର ଘଟଣା ପ୍ରବାହଜନିତ ମାନସିକ ଅସ୍ଥିରତା କାରଣରୁ ଲାଗି ରହିବ।  ପରୋକ୍ଷଭାବେ ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା ଜାରି ରଖିଲେ ଉପକୃତ ହୋଇପାରିବେ। କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବା ସମ୍ଭାବନା ରହିଛି।* 

*✧═════•❁❀❁•═════✧*

 *ସିଂହ* 👉

 *ରାଜନୈତିକ କ୍ଷେତ୍ରରେ ଅସଫଳ କାମଗୁଡ଼ିକର ସମୀକ୍ଷା କରିପାରନ୍ତି। ଆଶା କରୁ ଥିବା ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଆଗାମୀ କାଲିର ମାଙ୍ଗଳିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପର୍ବ ଜୋର୍‌ଦାର କରିପାରନ୍ତି। କୌଣସି ଆତ୍ମୀୟଙ୍କ ଅସହଯୋଗ ଓ ପରୋକ୍ଷ ସମାଲୋଚନାରେ କ୍ଷୁବ୍ଧ ହୋଇପାରନ୍ତି।* 

*✧═════•❁❀❁•═════✧*

 *କନ୍ୟା* 👉

 *ଆଜି ବନ୍ଧୁଙ୍କ ପରାମର୍ଶାନୁଯାୟୀ କିଛି ନୂତନ କାମ ଆରମ୍ଭ କରିବା ସକାଶେ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ।  ସାଙ୍ଗଠନିକ ସ୍ତରରେ ନେତୃତ୍ୱ ନେଇ କିମ୍ବା ପ୍ରଶାସନିକ ସ୍ତରରେ ଦକ୍ଷତାଭିତ୍ତିକ ପ୍ରଶଂସନୀୟ କାମ କରିବେ।* 

*✧═════•❁❀❁•═════✧*

 *ତୁଳା* 👉

 *ପ୍ରତ୍ୟେକ ସ୍ତରରେ ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବା ଆଶଙ୍କା ଦେଖାଦେବ। ବ୍ୟବସାୟ,ପରିବହନ ,କ୍ରୀଡ଼ା ଓ ଚଳଚ୍ଚିତ୍ରରେ, ସଭାସମିତିରେ ସମସ୍ୟା ସମାଧାନ ହେବ। ପୁଷ୍ୟା ନକ୍ଷତ୍ରର ବୃଦ୍ଧ ପିତାମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।* 

*✧═════•❁❀❁•═════✧*

 *ବିଛା* 👉

 *ଆପଣ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ପାରିବାରିକ ସ୍ଥିରତା ହଠାତ୍‌ ଆସି ନ ପାରେ। ସତର୍କ ନରହିଲେ ବିବାଦ  ପଡ଼ିପାରନ୍ତି। ବୁଦ୍ଧିଜୀବୀମାନଙ୍କ ଦ୍ୱାରା ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ହଠାତ୍‌ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ।* 

*✧═════•❁❀❁•═════✧*

 *ଧନୁ*👉 

 *ଆଜି ଆପଣ ଆତ୍ମୀୟସ୍ବଜନ କିମ୍ବା ପାଖ ପଡ଼ୋଶୀଙ୍କ ଠାରୁ ସହଯୋଗ ଲାଭକରି କାମଟିକୁ ପୂରା କରିପାରିବେ। ଅପରାହ୍ନରେ ଜମିଜମା, ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇପାରେ।* 

*✧═════•❁❀❁•═════✧*

 *ମକର*👉 

 *ଆଜି ଏଣୁତେଣୁ ଗୁଡ଼ାଏ କଥା ମନରେ ସ୍ଥାନ ଦେବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ,ଏଣୁ ମନଟା ସାମୟିକ ଭାବରେ ଗୋଳମାଳିଆ ରହିବ।  ପରିବାରରେ ସୁଖଶାନ୍ତି ସାଙ୍ଗକୁ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ।* 

*✧═════•❁❀❁•═════✧*

 *କୁମ୍ଭ*👉 

 *ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଗୋପନ ରଖି ମନ ବୁଝିଲା ଭଳି କଥା କହି ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ ! ମନୋରଞ୍ଜନ, ବନ୍ଧୁ ମିଳନ, ଆଲୋଚନା, ସମିତି କିମ୍ବା ଯାତ୍ରା ପାଇଁ ଆଗ୍ରହୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନ୍‌ସନ ବଢ଼ିପାରେ।* 

*✧═════•❁❀❁•═════✧*

 *ମୀନ*👉 

*ଯୋଜନାକୁ କାର୍ଯ୍ୟକାରୀ କରିବା ବିଷୟରେ ବନ୍ଧୁଙ୍କ ସହ ଖୋଲାଖୋଲି ଆଲୋଚନା କରିବା ଭଲ ହେବ। ବିବାଦୀୟ ଘଟଣା ସକାଶେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି, ସେଥିରେ କିଛି ହେବ ନାହିଁ। ଯାତ୍ରା ସମୟରେ କଥା ଦେଇଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ କରିବା ଭଲ ହେବ* ।

[02/01, 5:13 am] : *🦚ମାଁ ପରମେଶ୍ବରୀ ନମଃ 🦚*

*🌞ଆଜିର ପଞ୍ଜିକା🌞*

*🌿 ବକୁଳ ଅମାବାସ୍ୟା  🌿*

*ସୌରମାସ-‌ ଧନୁ୧୮ ଦିନ*

*ମାସ- ପୌଷ*

*ପକ୍ଷ- କୃଷ୍ଣ*

*ତାରିଖ-୦୨-୦୧-୨୦୨୨,   ରବିବାର* 

*ଶକାବ୍ଦାଃ -୧୯୪୩*

*ସମ୍ବତ୍ -୨୦୭୮*

*କଳିଯୁଗାଦ୍ଦାଃ-୫୧୨୨*

*ସନ-୧୪୨୯*

*ସମ୍ବତ୍ସରଙ୍କରନାମ-ରାକ୍ଷସ(୪୯*

*🎍 ତିଥି- ଅମାବାସ୍ୟା ରାତ୍ରି ଘ୧୨-୦୮ମି ଗତେ ପ୍ରତିପଦ🎍*

*ଚନ୍ଦ୍ରସ୍ଥିତି-   ଧନୁ ଚନ୍ଦ୍ର ଅହୋରାତ୍ର ଦ୬୦ଣ୍ଡ*

*ନକ୍ଷତ୍ର- ମୂଳା ଦିବା ଘ୦୪-୨୫ମି ଗତେ ପୂ,ଷାଢା*


*ଯୋଗ- ବୃଦ୍ଧି  ଦିବା ଘ୦୯-୪୧ମି ମଧ୍ୟେ*

*କରଣ- ଚତୁଷ୍ପଦ ଦିବାଘ.୦୧-୫୫ମି ଗତେ ନାଗ*

*ସୁର୍ୟୋଦୟ-ପ୍ରାତଃ ଘ୦୬-୨୨-୩୦*

*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫-୨୦-୪୪*

*ଚନ୍ଦ୍ର ଶୁଦ୍ଧି-   ମିଥୁନ କର୍କଟ କନ୍ୟା ଧନୁ ମକର ମୀନ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର*

*ଜ୍ୟୋତିର୍ବିଦ ଅମ୍ବରିଶ ଚନ୍ଦ*

*ଗ୍ରାମ ଭୂତିଆପାଲି*

*ବ୍ଳକ୍-ବୀରମହାରାଜପୁର*

*ଜିଲ୍ଲା ସୋନପୁର*

*🦚ମୋ :- ୮୩୩୭୯୯୩୪୫୬🦚*

*ଯୋଗିନୀ - ଐଶାନ୍ୟ ରେ ରାତ୍ରି ଘ ୧୨-୦୮ମି ଗତେ ପୂର୍ବରେ ଯାତ୍ରା ନିଷେଧ*

*ଅମାବାସ୍ୟା ର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ* 

*ନକ୍ଷତ୍ରଶୁଦ୍ଧି- ୨/୩/୫/୭/୯/୧୧/୧୨/୧୪/୧୬/୧୮/୨୦/୨୧/୨୩/୨୫/୨୭ଦିବା ଘ ୦୪-୨୫ମି ଗତେ ୧/୩/୪/୬/୮/୧୦/୧୨/୧୩/୧୫/୧୭/୧୯/୨୧/୨୨/୨୪/୨୬ନକ୍ଷତ୍ର ଜାତ ବ୍ୟକ୍ତି ମାନଙ୍କର*


*ପୁଷ୍କର ଦୋଷ: ୧ପାଦ(ବାର ଦୋଷ) ଥିବାରୁ ଭୂମି ଦାନ କରଣୀୟ*

🍂🍂🍂🍂🍂🍂🍂🍂

*ନିଷିଦ୍ଧ ଖାଦ୍ୟ- ଆମିଷ ଦିବା ଘ,୦୭-୧୮ମି ଗତେ ପାଣି କଖାରୁ ଭକ୍ଷଣ ନିଷେଧ ||*


*କାଳବେଳ। - ଦିବା ଘ୧୧-୪୦ମିଗତେ ଘ୦୧-୦୦ମି ମଧ୍ୟେ*

*ବାରବେଳା- ଦିବା୧୦-୨୧ମି ଗତେ ଘ୧୧-୪୨ମି ମଧ୍ୟେ*

🍃🍃🍃🍃🍃🍃🍃🍃

*ବିଶୁଦ୍ଧ ଅମୃତ ବେଳ। - ଦିବା ଘ ୦୭-୦୪ମି  ଗତେ ଘ ୦୯-୧୧ମି ମଧ୍ୟେଘ ୧୨-୦୨ମି ଗତେ ଘ ୦୨-୫୩ମି ମଧ୍ୟେ ରାତ୍ରି ଘ୦୮-୦୦ମି ଗତେ ଘ ୦୯-୪୬ମି ମଧ୍ୟେ ଘ ୧୨-୨୬ମି ଗତେ ଘ ୦୨-୧୩ମି ମଧ୍ୟେ*

🍂🍂🍂🍂🍂🍂🍂🍂

*ବିଶୁଦ୍ଧ ମାହେନ୍ଦ୍ର ବେଳା -🌿🌿🌿🌿🌿🌿🌿🌿🌿*  

*🌹ଆଜିର ରାଶିଫଳ🌹*

*👉🏿ମେଷ: ସମ୍ମାନିତ*

*👉🏿ବୃଷ: ସେବାପୂଜା*

*👉🏿ମିଥୁନ: ଦେହପିଡା*

*👉🏿 କର୍କଟ: ବନ୍ଧୁ ମିଳନ*

*👉🏿 ସିଂହ: ସୁଖସମ୍ମାନ ଲାଭ*

*👉🏿 କନ୍ୟା: ଶତ୍ରୁ ବୃଦ୍ଧି*

*👉🏿 ତୁଳା: ଘାତ ଚନ୍ଦ୍ର*

*👉🏿 ବିଛା: କାର୍ଯ୍ୟ ସଫଳ*

*👉🏿ଧନୁ: ଶ୍ରୀ ଚନ୍ଦ୍ର*

*🤙🏿ମକର: ଆଶାବାଦୀ*

*👉🏿 କୁମ୍ଭ : ଘାତ ଚନ୍ଦ୍ର*

*👉🏿 ମୀନ:  ଆୟଯୋଗ*


[02/01, 5:13 am]  *🌹🌼👉ମହାବୀର ପଞ୍ଜିକା👈🌼🌹*

 *✧═════•❁❀❁•═════✧*   

 *ଅଦ୍ୟ ଜାନୁଆରୀ ମାସ ୦୨ ତାରିଖ ୨୦୨୨ ମସିହା(ରବିବାର)*

*ଶକାବ୍ଦ -୧୯୪୩* 

*ସମ୍ବତ -୨୦୭୮*

*ସାଲ-୧୪୨୯*

*ପୌଷ- କୃଷ୍ଣପକ୍ଷ*

*ତିଥି- ଅମାବାସ୍ୟା ରାତ୍ରି  ଘ ୧୧/୫୨ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ*

*ନକ୍ଷତ୍ର- ମୂଳା ରାତ୍ରି  ଘ ୦୪/୪୬ ପର୍ଯ୍ୟନ୍ତ ତଦନ୍ତେ ପୂର୍ବ।ଷ।ଢା*

*ଚନ୍ଦ୍ର-  ଧନୁ*

*ଯୋଗ- ବୃଦ୍ଧି*

*କରଣ - ଚତୁଷ୍ପଦ*

*ସୌରମାସ- ଧନୁ ୧୮ ଦିନ*

*✧═════•❁❀❁•═════✧*

*ସୁର୍ୟୋଦୟ-ପ୍ରାତଃ ଘ୦୬/୨୬/୪୩*

*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୫/୫୯*

*✧═════•❁❀

*ଯୋଗିନୀ ଐଶାନ୍ୟେ ରାତ୍ରି  ଘ ୧୧/୫୨ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେ*

*ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର*

*ମେଷ ରାଶିର ଘାତବାର*

*ଅମାବାସ୍ୟା ର ସ।ମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ*

✧═════•❁❀❁•═══

*କାଳବେଳ। ଓ ବାରବେଳ। - ଦିବା ଘ ୧୦/୨୭ ଗତେ ଘ୦୧/୧୨ ମଧ୍ୟେ*

══•❁❀❁•═══

*ବିଶୁଦ୍ଧ ଅମୃତ ବେଳ। - ଦିବା  ଘ୦୭/୧୪ ଗତେ ଘ୦୯/୩୬ ମଧ୍ୟେ ଓ  ଘ ୦୧/୧୪ ଗତେ ଘ୦୪/୦୨ ମଧ୍ୟେ*

*ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ ୦୪/୫୧ ଗତେ ଘ୦୫/୧୬ ମଧ୍ୟେ*

*═✧*══•❁❀❁•═════✧

*ଅଦ୍ୟ ଆମିଷ  ଭକ୍ଷଣ ନିଷେଧ*

*═✧*══•❁❀❁•═════✧

 *ଡ:ବାୟୁନନ୍ଦନ ମିଶ୍ର*  


*✧═════•❁❀❁•═════✧*  

꧁ ଆଜିର ରାଶିଫଳ꧂

        *✧═════•❁❀❁•═════✧*

*ମେଷ* 👉

*ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ।  ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍‌ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ।* 

*✧═════•❁❀❁•═════✧*

 *ବୃଷ* 👉

 *ପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସିବା ଠିକ୍‌ ହେବନାହିଁ। ଆଜିର ବନ୍ଧୁମିଳନ ପ୍ରକୃଷ୍ଟ ସମୟ କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟ, କଚେରି ମାମଲା, ପରିବହନ ଦିଗରୁ ଲାଭବାନ୍‌ ହେବେ। ଆଜି କର୍ମକ୍ଷେତ୍ର କିମ୍ବା ଆନୁଷ୍ଠାନିକ କାମରେ ଦୃଢ଼ ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ।* 

*✧═════•❁❀❁•═════✧*

 *ମିଥୁନ*👉 

 *ଆକସ୍ମିକ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଆପଣଙ୍କ ସକାଶେ କିଛି ଅସୁବିଧା ସୃଷ୍ଟି ହୋଇପାରେ। ବହୁଦିନରୁ ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।  ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ, ମାତ୍ର ପରିସ୍ଥିତିବଶତଃ ଅନ୍ୟ ବାଟରେ ବ୍ୟୟ ହୋଇଯିବା ସୂଚନା ରହିଛି।* 

 *✧═════•❁❀❁•═════✧*

 *କର୍କଟ* 👉

 *ଆଜି ବିଭିନ୍ନ ପ୍ରକାର ଘଟଣା ପ୍ରବାହଜନିତ ମାନସିକ ଅସ୍ଥିରତା କାରଣରୁ ଲାଗି ରହିବ।  ପରୋକ୍ଷଭାବେ ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା ଜାରି ରଖିଲେ ଉପକୃତ ହୋଇପାରିବେ। କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବା ସମ୍ଭାବନା ରହିଛି।* 

*✧═════•❁❀❁•═════✧*

 *ସିଂହ* 👉

 *ରାଜନୈତିକ କ୍ଷେତ୍ରରେ ଅସଫଳ କାମଗୁଡ଼ିକର ସମୀକ୍ଷା କରିପାରନ୍ତି। ଆଶା କରୁ ଥିବା ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଆଗାମୀ କାଲିର ମାଙ୍ଗଳିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପର୍ବ ଜୋର୍‌ଦାର କରିପାରନ୍ତି। କୌଣସି ଆତ୍ମୀୟଙ୍କ ଅସହଯୋଗ ଓ ପରୋକ୍ଷ ସମାଲୋଚନାରେ କ୍ଷୁବ୍ଧ ହୋଇପାରନ୍ତି।* 

*✧═════•❁❀❁•═════✧*

 *କନ୍ୟା* 👉

 *ଆଜି ବନ୍ଧୁଙ୍କ ପରାମର୍ଶାନୁଯାୟୀ କିଛି ନୂତନ କାମ ଆରମ୍ଭ କରିବା ସକାଶେ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ।  ସାଙ୍ଗଠନିକ ସ୍ତରରେ ନେତୃତ୍ୱ ନେଇ କିମ୍ବା ପ୍ରଶାସନିକ ସ୍ତରରେ ଦକ୍ଷତାଭିତ୍ତିକ ପ୍ରଶଂସନୀୟ କାମ କରିବେ।* 

*✧═════•❁❀❁•═════✧*

 *ତୁଳା* 👉

 *ପ୍ରତ୍ୟେକ ସ୍ତରରେ ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବା ଆଶଙ୍କା ଦେଖାଦେବ। ବ୍ୟବସାୟ,ପରିବହନ ,କ୍ରୀଡ଼ା ଓ ଚଳଚ୍ଚିତ୍ରରେ, ସଭାସମିତିରେ ସମସ୍ୟା ସମାଧାନ ହେବ। ପୁଷ୍ୟା ନକ୍ଷତ୍ରର ବୃଦ୍ଧ ପିତାମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।* 

*✧═════•❁❀❁•═════✧*

 *ବିଛା* 👉

 *ଆପଣ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ପାରିବାରିକ ସ୍ଥିରତା ହଠାତ୍‌ ଆସି ନ ପାରେ। ସତର୍କ ନରହିଲେ ବିବାଦ  ପଡ଼ିପାରନ୍ତି। ବୁଦ୍ଧିଜୀବୀମାନଙ୍କ ଦ୍ୱାରା ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ହଠାତ୍‌ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ।* 

*✧═════•❁❀❁•═════✧*

 *ଧନୁ*👉 

 *ଆଜି ଆପଣ ଆତ୍ମୀୟସ୍ବଜନ କିମ୍ବା ପାଖ ପଡ଼ୋଶୀଙ୍କ ଠାରୁ ସହଯୋଗ ଲାଭକରି କାମଟିକୁ ପୂରା କରିପାରିବେ। ଅପରାହ୍ନରେ ଜମିଜମା, ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇପାରେ।* 

*✧═════•❁❀❁•═════✧*

 *ମକର*👉 

 *ଆଜି ଏଣୁତେଣୁ ଗୁଡ଼ାଏ କଥା ମନରେ ସ୍ଥାନ ଦେବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ,ଏଣୁ ମନଟା ସାମୟିକ ଭାବରେ ଗୋଳମାଳିଆ ରହିବ।  ପରିବାରରେ ସୁଖଶାନ୍ତି ସାଙ୍ଗକୁ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ।* 

*✧═════•❁❀❁•═════✧*

 *କୁମ୍ଭ*👉 

 *ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଗୋପନ ରଖି ମନ ବୁଝିଲା ଭଳି କଥା କହି ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ ! ମନୋରଞ୍ଜନ, ବନ୍ଧୁ ମିଳନ, ଆଲୋଚନା, ସମିତି କିମ୍ବା ଯାତ୍ରା ପାଇଁ ଆଗ୍ରହୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନ୍‌ସନ ବଢ଼ିପାରେ।* 

*✧═════•❁❀❁•═════✧*

 *ମୀନ*👉 

*ଯୋଜନାକୁ କାର୍ଯ୍ୟକାରୀ କରିବା ବିଷୟରେ ବନ୍ଧୁଙ୍କ ସହ ଖୋଲାଖୋଲି ଆଲୋଚନା କରିବା ଭଲ ହେବ। ବିବାଦୀୟ ଘଟଣା ସକାଶେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି, ସେଥିରେ କିଛି ହେବ ନାହିଁ। ଯାତ୍ରା ସମୟରେ କଥା ଦେଇଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ କରିବା ଭଲ ହେବ* ।

[02/01, 5:14 am] : ମୋ ହୃଦୟର କଥା......


____❤️____


ବିଶ୍ୱାସ ନହେଲେ ବି ସତ


*ଯଦି ଭଗବାନଙ୍କ ଉପରେ ଭରଷା ଅଛି....* 


               " *ତେବେ*" 


*ଆପଣଙ୍କ ଭାଗ୍ୟରେ ଯାହା ଅଛି....* 


*ତାହା ଅବଶ୍ୟ ମିଳିବ...* 


*ଆଉ ଯଦି ଭରଷା ନିଜ ଉପରେ ଅଛି...* 


*ତାହେଲେ ଭଗବାନ ସେଇୟା ଦେବେ....* 


*ଯାହା ଆପଣ ଚାହିଁବେ....*


*🌴🌱🌷ସୁପ୍ରଭାତ🌷🌱🌴*

[02/01, 5:14 am] Kk Wpgrp-Divya Kishor Singh: ‼️ *ହରିଓମ୍ ସୁପ୍ରଭାତମ୍ !*  ‼️


*ଜୀବନ ବାଟରେ ଅନେକ ବାଟୋଇ ସହ ଭେଟ ହୁଏ....*


*କିଏ ଦିଏ ଅଗାଢ ପ୍ରେମ ସ୍ନେହଁ ତ କିଏ ଦିଏ ଅମାପ ଆଘାତ ଓ ଧୋକା। ବାସ୍ତବରେ ଉଭୟଙ୍କୁ କେବେ ଭୁଲିହୁଏନା....* 


*ପାଦ ଅଛି ମାନେ କଣ୍ଟାତ ଫୁଟିବ କିନ୍ତୁ ଚାଲିବା ବନ୍ଦ ହେବନି....*


ସର୍ବେ ଭବନ୍ତୁ ସୁଖିନଃ।    

       *ସର୍ବେ ସନ୍ତୁ ନିରାମୟାଃ*

ସର୍ବେ ଭଦ୍ରାଣି ପଶ୍ୟନ୍ତୁ     

       *ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥*


           ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ                            


*ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ🌹*

        

✿ଓ❣️ *ଶ୍ରୀ ଜଗନ୍ନାଥ ଶରଣଂ*❣️ଆ✿ 


*ଆମର ସ୍ବାଭିମାନ: ସତ୍ୟ ସନାତନ ହିନ୍ଦୁ ଧର୍ମ*

[02/01, 5:14 am] _*🎪🛕ଆଜିର ଅନୁଚିନ୍ତା🛕🎪*_

*

_*ତାରିଖ - ୦୨:୦୧:୨୦୨୨       (ରବିବାର)*_



*🦋ଈଶ୍ବରଙ୍କ ଜ୍ଞାନ ତୁଲ୍ଯ କୌଣସି ଜ୍ଞାନ ନାହିଁ, ଈଶ୍ବରଙ୍କ ପ୍ରଭାବ ସମାନ କୌଣସି ପ୍ରଭାବ ନାହିଁ, ଈଶ୍ବରଙ୍କ ଦର୍ଶନ ସମାନ କୌଣସି ଦର୍ଶନ ନାହିଁ ।*


*🦋ଯଦି ଆପଣ କାହା ଠାରୁ*

                          *କ୍ଷମା ପାଇବାର ଆଶା କରୁଥାନ୍ତି*

    *ତାହାଲେ ପ୍ରଥମେ ଅନ୍ୟକୁ କ୍ଷମା ଦେବା ଶିଖନ୍ତୁ ।*


*🦋ସର୍ବଦା ନିଜ କର୍ମକୁ ସମ୍ମାନ ଦିଅନ୍ତୁ, ସଫଳତା ନିଶ୍ଚିତ ମିଳିବ। ଆଉ ହଁ କେବେବି ବ୍ୟତିବ୍ୟସ୍ତ ନ ହୋଇ କାମ କରିବା ଉଚିତ।*


*🦋ମଣିଷର " ରାଗ " କେବେ ବି*

    *କୌଣସି ସମାଧାନ କରିପାରେ ନାହିଁ,*

                *" ବରଂ "*

    *ଏହା ସବୁକିଛି ଧ୍ବଂସ କରିଦେଇଥାଏ ।* 


           *🌞ଶୁଭ ସକାଳ🌞*

_*ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!*_

       

        *🙏🏻 🔘ଜୟ ଜଗନ୍ନାଥ🔘🙏🏻*

[02/01, 5:59 am] : 

*_📋ଆଜିର ଖବର📩                                                 🦋ତାରିଖ–02-JAN-2022🦋 (ରବିବାର)_*



୧. ବୌଷ୍ଣୋଦେବୀ ଦଳାଚକଟା ଘଟଣା: ୩ ସଦସ୍ୟଙ୍କୁ ନେଇ ଉଚ୍ଚ ସ୍ତରୀୟ କମିଟି ଗଠିତ, ୧ ସପ୍ତାହ ଭିତରେ ଦେବେ ରିପୋର୍ଟ ।


୨. ଇଟାଲି ପୋଲିସ କଣ୍ଟେନରରୁ ଜବତ କଲା ପାଖାପାଖି ୮,୪୭୫ କୋଟି ଟଙ୍କାର କୋକେନ ।


୩. ଆସନ୍ତା ୩ରେ ଖୋଲିବ ଶିମିଳିପାଳ ।


୪. ବିରାଟ-ରୋହିତଙ୍କ ମଧ୍ୟରେ ବିବାଦକୁ ଚୟନକର୍ତ୍ତାଙ୍କ ଅସ୍ବୀକାର ।


୫. ଇଂରାଜୀ ନବବର୍ଷରେ ୧୦୦ ଦିବସୀୟ ପଠନ ଅଭିଯାନ *‘ପଢ଼େ ଭାରତ’* ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ।


୬. ଦିଲ୍ଲୀରେ ବେଗ ବଢ଼ାଇଲା କରୋନା, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲା ୨ହଜାର ୭୧୬ ନୂଆ ମାମଲା ।


୭. ଗତକାଲି ନୂତନ ବର୍ଷ ଅବସରରେ ରାଜ୍ୟ ସରକାର ୮୧୦୨ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କ ଚାକିରିକୁ ନିୟମିତ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।


୮. ୨୦ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଦଶ କୋଟି ହିତାଧିକାରୀ ଚାଷୀ ପରିବାରକୁ ହସ୍ତାନ୍ତରିତ ।


୯. ଶନିବାର ଦିଲ୍ଲୀରେ ଗୋଟାଏ ଦିନରେ ୫୦ ପ୍ରତିଶତ ବଢ଼ିଛି କରୋନା ସଂକ୍ରମଣ । କେବଳ ଶନିବାର ୨୭୧୬ଟି କେସ୍‌ ରେକର୍ଡ଼ କରାଯାଇଛି ।


୧୦. ଦ୍ରୁତ ଗତିରେ ବଢୁଛି ‘ଓମିକ୍ରନ୍’ ସଂକ୍ରମଣ । ମହାରାଷ୍ଟ୍ର, ଦିଲ୍ଲୀରେ ସର୍ବାଧିକ ମାମଲା । 


୧୧. ଜମ୍ମୁକଶ୍ମୀରରେ ୫.୧ ତୀବ୍ରତାର ଭୂକମ୍ପ ଅନୁଭୂତ । ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜିକିସ୍ତାନର ସୀମା ।


୧୨. ଟିକା ନନେଲେ ଘରୁ ବାହାରିବା ଉପରେ ଲାଗିବ କଟକଣା: ସରକାର ଆଣିଲେ ନୂଆ ନିୟମ । ଫେବୃୟାରୀ ୧ ରୁ ନୂଆ ନିୟମ କାର୍ଯ୍ୟକାରୀ ହେବ ।


୧୩. ଓମିକ୍ରନ ଭୟ ଭିତରେ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । କହିଲେ ସ୍ୱାସ୍ଥ୍ୟ ଭିତ୍ତିିଭୂମିକୁ ପ୍ରସ୍ତୁତ ରଖ ।


୧୪. ମୁମ୍ବାଇରେ କରୋନା ମାମଲାରେ ବଡ ଲମ୍ଫ, ୨୪ ଘଣ୍ଟା ମଧ୍ୟରେ ୬୩୪୭ ଟି ନୂଆ ଆକ୍ରାନ୍ତ ଚିହ୍ନଟ ।


୧୫. ରାଜ୍ୟକୁ ଫେରିବ ଶୀତ:  ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୩ ତାରିଖରେ ଶୀତଲହରୀ ପାଇଁ ୫ଟି ଜିଲ୍ଲା ଝାରସୁଗୁଡ଼ା, ବରଗଡ଼, ସୋନପୁର, ସମ୍ବଲପୁର ଓ ବଲାଙ୍ଗିରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।


୧୬. ଶନିବାର ରାଜ୍ୟରୁ ଆଉ ୧୫୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ କରୋନାରେ ୧୦,୪୪,୯୬୨ ଜଣ ସୁସ୍ଥ ହୋଇସାରିଲେଣି ।


୧୭. ଆଜିଠାରୁ ଅନଲାଇନରେ ଖାଦ୍ୟ ଅର୍ଡର କରିବା ମହଙ୍ଗା, ଜୋତା ଉପରେ ଦେବାକୁ ପଡିବ ୧୨% ଜିଏସଟି ।


୧୮. ପେନସନ୍ ଭୋଗୀଙ୍କ ପାଇଁ ଖୁସି ଖବର: ଆଉଥରେ ବଢ଼ିଲା Life Certificate ଜମା କରିବାର ଡେଡଲାଇନ୍:ଉଭୟ ଅନଲାଇନ୍ ଓ ଅଫଲାଇନ୍ ରେ ଏହି ସମୟସୀମାକୁ ବଢ଼ାଇ ଦିଆଯାଇଛି । ଏବେ ଆପଣ ମାନେ ଜୀବନ ପ୍ରମାଣ ପତ୍ରକୁ ଫେବୃୟାରୀ ୨୮ ମଧ୍ୟରେ ଦାଖଲ କରିପାରିବେ ।


*_➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)_*


*_ଆଜି ଇଂରାଜୀ ନବବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ୨୦୨୨💐💐_*


*ଶୁଭସକାଳ , GOOD MORNING 🌹🙏*

Web king

Post a Comment

Previous Post Next Post