[12/02, 6:35 am]
: *ଖବର ଆଜିର*
ତାରିଖ ୧୨-୦୨-୨୦୨୨/ଶନିବାର
୧-୨ ଦିନ ପରେ ଫେରିବ ଶୀତ, ପାରଦସ୍ତର ପ୍ରାୟ ୫ ଡିଗ୍ରି ପର୍ଯ୍ୟନ୍ତ ଖସିବ ।
୨-ଆୟରଙ୍କ ଅର୍ଦ୍ଧଶତକ ଓ ଦୀପକ ଚହରଙ୍କ ଅଲରାଉଣ୍ଡ ସଫଳତା: ସିରିଜ କ୍ଲିନ୍ ସୁଇପ୍ କଲା ଭାରତ
୩-ଲିଙ୍ଗରାଜରେ ମହାଶିବରାତ୍ରୀ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଥର କୋଭିଡ କଟକଣାରେ ହେବ ଜାଗର ।
୪-ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା, ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ରାଧେ ଶ୍ୟାମ ନାଁରେ ଚାର୍ଜସିଟ ଦାଖଲ କଲା ପୋଲିସ୍ ।
୫-ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଏଡିଏମ୍: ୧୦ କୋଟିର ସମ୍ପତ୍ତି ମିଳିଲାଣି, ଆହୁରି ମିଳିବ ।
୬-ସଂସଦରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ନେଇ ଆଲୋଚନା: ଓଡ଼ିଶା ସହିତ କୌଣସି ପ୍ରକାର ଭେଦଭାବ କରାଯିବ ନାହିଁ ବୋଲି କହିଲେ କେନ୍ଦ୍ର ମନ୍ତ୍ରୀ ।
୭-କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ କିନ୍ନର ଓ ଭିକ୍ଷୁକ ମାନଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ‘ସ୍ମାଇଲ’ ଯୋଜନା ଶନିବାର (ଆସନ୍ତାକାଲି) ଶୁଭାରମ୍ଭ କରିବ।
୮-ସର୍ବସାଧାରଣ ସ୍ଥାନରେ ନପୁଂସକ କହିବା ଧର୍ତ୍ତବ୍ୟ ଅପରାଧ: ବମ୍ବେ ହାଇକୋର୍ଟ ।
୯-ରାଜଧାନୀ ନୂଆଦିଲ୍ଲୀର ବୱାନା ଅଞ୍ଚଳରେ ଥିବା ରାଜିବ ରତନ ଆବାସ ଯୋଜନାର କେତେକ ଫ୍ଲାଟ୍ ଶୁକ୍ରବାର ଦ୍ୱିପ୍ରହରରେ ଭୁଷୁଡ଼ି ପଡ଼ିଛି । ଯାହାଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି ।
୧୦-ନିର୍ବାଚନ ସମୟରେ ବେଆଇନ୍ ନିଶା କାରବାର ରୋକିବାପାଇଁ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ: ସୀମାନ୍ତ ଅଞ୍ଚଳକୁ ଜଗ, ୨୪ଘଣ୍ଟିଆ ଚଢଉ କର।
୧୧-‘ହିପ୍ପୋକ୍ରାଟିକ୍’ ଶପଥ ବଦଳରେ ‘ଚରକ’ ଶପଥ । ଭାରତରେ ‘ଚରକ’ ଶପଥ ନେବେ ମେଡିକାଲ ଛାତ୍ରଛାତ୍ରୀ।
୧୨-ହିଜାବ ବିବାଦର ତତ୍କାଳ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ, କହିଲେ, ‘ଅପେକ୍ଷା କରନ୍ତୁ, ମାମଲାକୁ ରାଷ୍ଟ୍ରୀୟ ସ୍ତରକୁ ଆଣନ୍ତୁ ନାହିଁ’ ।
୧୩-ଉଗ୍ର ହେବାରେ ଲାଗିଛି ହିଜାବ ବିବାଦ: ମୁମ୍ବାଇ ମାଲେଗାଓଁରେ ହିଜାବ ପିନ୍ଧି ପ୍ରତିବାଦକୁ ଓହ୍ଲାଇଲେ ହଜାର ହଜାର ମୁସଲିମ୍ ମହିଳା ।
୧୪-LACରେ ପୁଣି ଚାଲବାଜୀ କରୁଛି ଚୀନ, ଲଦାଖରେ ଡ୍ରାଗନ୍ ସେନା ଅନୁପ୍ରବେଶ ଭିଡିଓ ଭାଇରାଲ: ବୟାନ ଜାରିକଲା ଭାରତୀୟ ସେନା ।
୧୫-୨୦୧୮ରେ ବିଧାନ ପରିଷଦ ପାଇଁ ଚିଠି ଲେଖିଥିଲେ ରାଜ୍ୟ ସରକାର: ବାଚସ୍ପତିଙ୍କ ବଡ ବୟାନ।
୧୬-ପୌର ନିର୍ବାଚନରେ ଭୋଟରଙ୍କ ପାଇଁ ରହିବ ‘NOTA’ ବିକଳ୍ପ
*ଶୁଭ ସକାଳ,ସୁପ୍ରଭାତ*
[12/02, 6:37 am]
*ଖବର ଆଜିର*
ତାରିଖ ୧୨/୦୨/୨୨, ଶନିବାର
୧-କିନ୍ନର ଓ ଭିକ୍ଷୁକମାନଙ୍କ ପାଇଁ ଆଜି ଶୁଭାରମ୍ଭ ହେବ ‘ସ୍ମାଇଲ’ ଯୋଜନା।
୨-ମତଦାନର ୧୦ ଦିନ ପରେ ଗଣତିକୁ ନେଇ ଗଡ଼ବଡ଼ ଆଶଙ୍କାରେ ବିରୋଧୀ
୩-ଆଗାମୀ ପୌର ଭୋଟ୍ରେ ପ୍ରଥମ ଥର ପାଇଁ ଲାଗୁ ହେବ NOTA ବ୍ୟବସ୍ଥା, ରାଜ୍ୟ ନିର୍ବାଚନ କମିଶନର ଦେଲେ ନିର୍ଦ୍ଦେଶ।
୪-ପଞ୍ଚାୟତ ନିର୍ବାଚନ: ଜିତିଲେ ୫ କୋଟିରୁ ଅଧିକ ଖର୍ଚ୍ଚ କରିପାରିବେ ସରପଞ୍ଚ।ବର୍ଷକୁ କୋଟିଏ ଟଙ୍କାର ଅନୁଦାନ ମିଳେ ପଞ୍ଚାୟତକୁ।
୫-ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା, ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ରାଧେ ଶ୍ୟାମ ନାଁରେ ଚାର୍ଜସିଟ ଦାଖଲ କଲା ପୋଲିସ୍।
୬-ପୁଣି ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଅଧିକାରୀ: ଜଣେ ହେଲେ ଗଜପତି ନୂଆଗଡ BEO ଓ ଅନ୍ୟଜଣେ କଟକ ଜିଲ୍ଲାପାଳଙ୍କ ଅଫିସର ରେକର୍ଡ ସେକ୍ସନ କିରାଣୀ
୭-ଲିଙ୍ଗରାଜରେ ମହାଶିବରାତ୍ରୀ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଥର କୋଭିଡ କଟକଣାରେ ହେବ ଜାଗର।
୮-ପଞ୍ଚାୟତ ନିର୍ବାଚନ ସମୟରେ ସ୍ୱାଭିମାନ୍ ଅଞ୍ଚଳରେ ଲାଗିବ ଡ୍ରୋନ୍, ଆବଶ୍ୟକ ପଡିଲେ ହେଲିକପ୍ଟର ମଧ୍ୟ ବ୍ୟବହାର କରାଯିବ: ପୋଲିସ୍ ଡିଜି
୯-ବଲାଙ୍ଗିର:ମାଛ ବାଣ୍ଟି ବିବାଦରେ ବିଳାସିନୀ; ଭୋଟର୍ଙ୍କୁ ଚା’ ଦେଇ ପ୍ରଚାର କରୁଛନ୍ତି ଉମା।
୧୦-ସୁନ୍ଦରଗଡ଼ ADMଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ।କୋଟିଏ ଟଙ୍କାରୁ ଅଧିକ ରହିଛି ଫିକ୍ସଡ୍ ଡିପୋଜିଟ।
୧୧-ଦିନିକିଆରେ ଟିମ୍ ଇଣ୍ଡିଆର କ୍ଲିନ୍ ସୁଇପ, ଶେଷ ମ୍ୟାଚ୍ରେ ଇଣ୍ଡିଜକୁ ସହଜରେ ହରାଇଲା।
୧୨-ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ପୁରୀ ଗସ୍ତ: ୧୯ରେ କରିବେ ଜଗା ଦର୍ଶନ, ୨୦ରେ କରିବେ ଶ୍ରୀ ଚୈତନ୍ୟ ଗୌଡିୟ ମଠ ପରିଦର୍ଶନ।
୧୩-ଉଗ୍ର ହେବାରେ ଲାଗିଛି ହିଜାବ ବିବାଦ: ମୁମ୍ବାଇ ମାଲେଗାଓଁରେ ହିଜାବ ପିନ୍ଧି ପ୍ରତିବାଦକୁ ଓହ୍ଲାଇଲେ ହଜାର ହଜାର ମୁସଲିମ୍ ମହିଳା।
୧୪-ଶନିବାର, ରବିବାର କ୍ରିକେଟ ମହାନିଲାମି: IPL ୨୦୨୨ ପାଇଁ ଆଜି ନିଲାମ ହେବେ ୧୬୧ ଖେଳାଳି।
*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
[12/02, 3:36 pm]
IPLAuction*
*IPL_ପାଇଁ_ଖେଳାଳି_ନିଲାମ_ଆରମ୍ଭ*
*- ଶିଖର ଧାୱନଙ୍କୁ ୮ କୋଟି ୨୫ ଲକ୍ଷ ଟଙ୍କାରେ ନେଲା ପଞ୍ଜାବ କିଙ୍ଗସ*
*- ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୫ କୋଟିରେ* *ନେଲା ରାଜସ୍ଥାନ ରୟାଲ୍ସ*
*- ପ୍ୟାଟ୍ କମିନ୍ସଙ୍କୁ ୭ କୋଟି ୨୫ ଲକ୍ଷରେ ନେଲା କୋଲକାତା*
*- କାଗିସୋ ରବାଡ଼ାଙ୍କୁ ୯ କୋଟି ୨୫ ଲକ୍ଷରେ ନେଲା ପଞ୍ଜାବ*
[12/02, 3:36 pm]
: *ବାଲେଶ୍ବରରେ_ଦୁର୍ଘଟଣା_୨_ମୃତ*
*ବାଲେଶ୍ବରରେ ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ୨ ମୃତ, ୨ ଗୁରୁତର ଆହତ ।*
*ଖନ୍ତାପଡ଼ା ଥାନା ଦଣ୍ଡକାଳୀ ମନ୍ଦିର ନିକଟରେ ଦୁର୍ଘଟଣା, କଟକରୁ ରୋଗୀ ନେଇ ଫେରୁଥିବାବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ।*
[12/02, 3:36 pm]
: *ମନୀଷ ପାଣ୍ଡେଙ୍କୁ କିଣିଲା ଲକ୍ଷ୍ନୌ ସୁପର ଜାଏଣ୍ଟ । ମନୀଷଙ୍କୁ ୪ କୋଟି ୬୦ ଲକ୍ଷରେ ଦଳରେ ସାମିଲ କଲା ଲକ୍ଷ୍ନୌ ।*
[12/02, 3:37 pm]
: *ଆଇପିଏଲ ମହାନିଲାମୀ । ୱାର୍ଣ୍ଣର, ଶ୍ରେୟସ, ଧୱନଙ୍କ ଭଳି ବଡ ଖେଳାଳୀଙ୍କ ନିଲାମ ଶେଷ, ଜାଣନ୍ତୁ କେଉଁ ଖେଳାଳୀଙ୍କୁ କିଏ କିଣିଲା?*
12-Feb-2022 | Kanak News
```କନକ ବ୍ୟୁରୋ : ଆରମ୍ଭ ହୋଇଛି ଟାଟା ଆଇପିଏଲ ମହାନିଲାମୀ । ମୋଟ ୬୦୦ ଜଣ ଖେଳାଳୀ ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଦୁଇ ଦିନ ଧରି ଆଇପିଏଲ ମହାନିଲାମୀ ହେବ । ପ୍ରଥମ ଦିନରେ ୧୬୧ ଜଣ ଖେଳାଳୀଙ୍କର ନିଲାମୀ ହେବ । ଯେଉଁମାନଙ୍କ ମଧ୍ୟରେ ଅନେକ ବଡ ଚେହେରା ରହିଛନ୍ତି । ତେବେ କେଉଁ ଖେଳାଳୀଙ୍କୁ କିଏ କିଣିଲେ ତାହା ଉପରେ ଥରେ ନଜର ପକାନ୍ତୁ ।
ଆଇପିଏଲ ମହାନିଲାମୀ ୨୦୨୨ : ଭାରତୀୟ ବ୍ୟାଟର ଶିଖର ଧୱନଙ୍କୁ ୮ କୋଟି ୨୫ ଲକ୍ଷରେ କିଣିଲା ପଞ୍ଜାବ କିଙ୍ଗସ । ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିଲେ ଧୱନ ।
ଆଇପିଏଲ ମହାନିଲାମୀ ୨୦୨୨ : ଭାରତୀୟ ବୋଲର ଆର ଅଶ୍ୱିନୀଙ୍କୁ କିଣିଲା ୫ କୋଟିରେ କିଣିଲା ରାଜସ୍ଥାନ ରୟାଲ୍ସ । ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିଲେ ଭାରତୀୟ ସ୍ପିନର ଅଶ୍ୱିନୀ ।
ଆଇପିଏଲ ମହାନିଲାମୀ ୨୦୨୨ : ଅଷ୍ଟ୍ରେଲୀୟ ଅଲରାଉଣ୍ଡର ପ୍ୟାଟ କମିନ୍ସଙ୍କୁ ୭ କୋଟି ୨୫ ଲକ୍ଷ ରେ କିଣିଲା କୋଲକାତା ନାଇଟ ରାଇଡର୍ସ । ପୁରୁଣା ଟିମକୁ ଫେରିଲେ ପାଟ କମିନ୍ସ ।
ଆଇପିଏଲ ମହାନିଲାମୀ ୨୦୨୨ : ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରବାଡାଙ୍କୁ ୯ କୋଟି ୨୫ ଲକ୍ଷରେ କିଣିଲା ପଞ୍ଜାବ କିଙ୍ଗସ । ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିଲେ ରବାଡା ।
ଆଇପିଏଲ ମହାନିଲାମୀ ୨୦୨୨ : ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ୮ କୋଟିରେ କିଣିଲା ରାଜସ୍ଥାନ ରୟାଲ୍ସ । ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିଲେ ବୋଲ୍ଟ ।
ଆଇପିଏଲ ମହାନିଲାମୀ ୨୦୨୨ : ଭାରତୀୟ ବ୍ୟାଟର ଶ୍ରେୟସ ଆୟରଙ୍କୁ ୧୨ କୋଟି ୨୫ ଲକ୍ଷରେ କିଣିଲା କୋଲକାତା ନାଇଟ ରାଇଡର୍ସ । ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରହିଛନ୍ତି ଶ୍ରେୟସ ।
ଆଇପିଏଲ ମହାନିଲାମୀ ୨୦୨୨ : ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ୬ କୋଟି ୨୫ ଲକ୍ଷରେ କିଣିଲା ଗୁଜୁରାଟ ଟାଇଟନ୍ସ । ପୂର୍ବରୁ ପଞ୍ଜାବ ଟିମ୍ ପାଇଁ ଖେଳୁଥିଲେ ସାମି ।
ଆଇପିଏଲ ମହାନିଲାମୀ ୨୦୨୨ : ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟର ଫାଫ୍ ଡୁ ପ୍ଲେସିସଙ୍କୁ ୭ କୋଟି ଟଙ୍କାରେ କିଣିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ପୂର୍ବରୁ ଚାମ୍ପିୟନ ଚେନ୍ନାଇ ପାଇଁ ଖେଳି ସାରିଛନ୍ତି ଡୁ ପ୍ଲେସିସ ।
.@QuinnyDeKock69 is SOLD to @LucknowIPL for INR 6.75 crore#TATAIPLAuction @TataCompanies
— IndianPremierLeague (@IPL) February 12, 2022
ଆଇପିଏଲ ମହାନିଲାମୀ ୨୦୨୨ : ଦକ୍ଷିଣ ଆଫ୍ରିକାର ୱିକେଟକିପର ବ୍ୟାଟର କ୍ୱିଣ୍ଟନ ଡିକକଙ୍କୁ ୬ କୋଟି ୭୫ ଲକ୍ଷରେ କିଣିଲା ଲକ୍ଷ୍ ନୌ ସୁପର ଜିଆଣ୍ଟସ । । ପୂର୍ବରୁ ଚାମ୍ପିୟନ ମୁମ୍ବାଇ ପାଇଁ ଖେଳିଛନ୍ତି ଡିକକ୍ ।
ଆଇପିଏଲ ମହାନିଲାମୀ ୨୦୨୨ : ଅଷ୍ଟ୍ରେଲୀୟ ଦୁର୍ଦ୍ଦଶ ବ୍ୟାଟର ଡେଭିଡ ୱାର୍ଣ୍ଣରଙ୍କୁ ୬ କୋଟି ୨୫ ଲକ୍ଷରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ । । ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ରହିଛନ୍ତି ୱାର୍ଣ୍ଣର ।
The post ଆଇପିଏଲ ମହାନିଲାମୀ । ୱାର୍ଣ୍ଣର, ଶ୍ରେୟସ, ଧୱନଙ୍କ ଭଳି ବଡ ଖେଳାଳୀଙ୍କ ନିଲାମ ଶେଷ, ଜାଣନ୍ତୁ କେଉଁ ଖେଳାଳୀଙ୍କୁ କିଏ କିଣିଲା? first appeared on Kanak News.
*#LIVE ଆଇପିଏଲ ମହାନିଲାମୀ ଆରମ୍ଭ : ୧୨ କୋଟି ୨୫ ଲକ୍ଷରେ ବିକ୍ରି ହେଲେ ଶ୍ରେୟସ, ଜାଣନ୍ତୁ ୱାର୍ଣ୍ଣରଙ୍କୁ କିଣିଲା କିଏ?*
12-Feb-2022 |
```କନକ ବ୍ୟୁରୋ : ଆରମ୍ଭ ହୋଇଛି ଟାଟା ଆଇପିଏଲ ମହାନିଲାମୀ । ମୋଟ ୬୦୦ ଜଣ ଖେଳାଳୀ ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଦୁଇ ଦିନ ଧରି ଆଇପିଏଲ ମହାନିଲାମୀ ହେବ । ପ୍ରଥମ ଦିନରେ ୧୬୧ ଜଣ ଖେଳାଳୀଙ୍କର ନିଲାମୀ ହେବ । ଯେଉଁମାନଙ୍କ ମଧ୍ୟରେ ଅନେକ ବଡ ଚେହେରା ରହିଛନ୍ତି । ତେବେ କେଉଁ ଖେଳାଳୀଙ୍କୁ କିଏ କିଣିଲେ ତାହା ଉପରେ ଥରେ ନଜର ପକାନ୍ତୁ ।
ମୁମ୍ବାଇ ଇଣ୍ଡିଆନ୍ସ :
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର :
ଫାଫ୍ ଡୁ ପ୍ଲେସିସ : ୭ କୋଟି
ପଞ୍ଜାବ କିଙ୍ଗସ :
ଶିଖର ଧୱନ : ୮ କୋଟି ୨୫ ଲକ୍ଷ
କାଗିସୋ ରବାଡା : ୯ କୋଟି ୨୫ ଲକ୍ଷ
ଚେନ୍ନାଇ ସୁପର କିଙ୍ଗସ :
କୋଲକାତା ନାଇଟ ରାଇଡର୍ସ :
ପ୍ୟାଟ କମିନ୍ସ : ୭ କୋଟି ୨୫ ଲକ୍ଷ
ଶ୍ରେୟସ ଆୟର : ୧୨ କୋଟି ୨୫ ଲକ୍ଷ
ଲକ୍ଷ୍ନୌ ସୁପର ଜାଏଣ୍ଟସ :
କ୍ୱିଣ୍ଟନ ଡିକକ : ୬ କୋଟି ୭୫ ଲକ୍ଷ
ସନରାଇର୍ଜସ ହାଇଦ୍ରାବାଦ :
ଦିଲ୍ଲୀ କ୍ୟାପିଟାଲ୍ସ :
ଡେଭିଡ ୱାର୍ଣ୍ଣର : ୬ କୋଟି ୨୫ ଲକ୍ଷ
ଗୁଜୁରାଟ ଟାଇଟନସ :
ମହମ୍ମଦ ସାମି : ୬ କୋଟି ୨୫ ଲକ୍ଷ
ରାଜସ୍ଥାନ ରୟାଲ୍ସ :
ଆର ଅଶ୍ୱିନୀ : ୫ କୋଟି
ଟ୍ରେଣ୍ଟ ବୋଲ୍ଟ : ୮ କୋଟି
The post #LIVE ଆଇପିଏଲ ମହାନିଲାମୀ ଆରମ୍ଭ : ୧୨ କୋଟି ୨୫ ଲକ୍ଷରେ ବିକ୍ରି ହେଲେ ଶ୍ରେୟସ, ଜାଣନ୍ତୁ ୱାର୍ଣ୍ଣରଙ୍କୁ କିଣିଲା .