ମହାବୀର ପଞ୍ଜିକା, odiya astrology, new odisha, odiya update, odisha update, odiya world, all odiya, allodiya, odiya news, odisha news, news update 2022

 [04/01, 7:40 am] ମହାବୀର ପଞ୍ଜିକା👈🌼🌹*

 *✧═════•❁❀❁•═════✧*   

Odiya web


 *ଅଦ୍ୟ ଜାନୁଆରୀ ମାସ ୦୪ ତାରିଖ ୨୦୨୨ ମସିହା(ମଙ୍ଗଳବାର)*

*ଶକାବ୍ଦ -୧୯୪୩* 

*ସମ୍ବତ -୨୦୭୮*

*ସାଲ-୧୪୨୯*

*ସମ୍ବତ୍ସର-ରାକ୍ଷସ*

*ପୌଷ- ଶୁକ୍ଳପକ୍ଷ*

*ତିଥି- ଦ୍ଵିତୀୟା ସନ୍ଧ୍ୟା  ଘ ୦୫/୧୨ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା*

*ନକ୍ଷତ୍ର- ଉତ୍ତରାଷ।ଢା ଦିବା  ଘ ୧୧/୨୨ ପର୍ଯ୍ୟନ୍ତ ତଦନ୍ତେ ଶ୍ରାବଣ*

*ଚନ୍ଦ୍ର- ମକର*

*ଯୋଗ- ହର୍ଷଣ*

*କରଣ - ବ।ଳବ*

*ସୌରମାସ- ଧନୁ ୨୦ ଦିନ*

*ସୁର୍ୟୋଦୟ-ପ୍ରାତଃ ଘ୦୬/୨୬/୪୫*

*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୭/୩୦*

*✧═════•❁❀

*ଯୋଗିନୀ ଉତ୍ତରେ ସନ୍ଧ୍ୟା  ଘ ୦୫/୧୨ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେ*

*ସିଂହ ରାଶିର ଘାତଚନ୍ଦ୍ର*

*ମକର ରାଶିର ଘାତବାର*

*ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

*କାଳବେଳ। - ଦିବା ଘ ୦୭/୪୭ ଗତେ ଘ୦୯/୦୮ମଧ୍ୟେ*

 *ବାରବେଳ। - ଦିବା ଘ ୦୧/୧୪ ଗତେ ଘ୦୨/୩୫ ମଧ୍ୟେ*

══

*ବିଶୁଦ୍ଧ ଅମୃତ ବେଳ। - ଦିବା  ଘ୦୭/୧୫ ମଧ୍ୟେ ଓ  ଘ ୦୯/୧୦ ଗତେ ଘ୧୨/୦୨ ମଧ୍ୟେ*

*ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ରାତ୍ରି ଘ ୦୫/୨୦ ଗତେ ଘ୦୭/୪୨ ମଧ୍ୟେ*

*

*ଅଦ୍ୟ ବୋଇତିକଖାରୁ ସନ୍ଧ୍ୟା ଘ ୦୫/୧୦ ଗତେ ପୋଟଳ ଭକ୍ଷଣ ନିଷେଧ*

*

 *ଡ:ବାୟୁନନ୍ଦନ ମିଶ୍ର*  

 *ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର* 

*ଅଦୃଶ୍ୟଶକ୍ତି ଭବନ*

*ଇଟାମୁଣ୍ଡଳୀ, ହଳଦିଆ*, *କଟକ-୭୫୪୨୦୭*

*🌼🌹꧁ ଆଜିର ରାଶିଫଳ꧂🌹🌼*

        *✧═════•❁❀❁•═════✧*

*ମେଷ : 👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।* 

*✧═════•❁❀❁•═════✧*

 *ବୃଷ : 👉ଆଜି ବାଣିଜ୍ୟ, ବ୍ୟବସାୟ ରେ ଆୟ ସ୍ୱଳ୍ପ ରହିବ । କର୍ମସ୍ଥାନରେ ସହକର୍ମୀଙ୍କ ସହ ମତାନ୍ତର ଓ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।* 

*✧

 *ମିଥୁନ : 👉ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ପ୍ରକାଶ ପାଇବ । ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।* 

*✧═

 *କର୍କଟ: 👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ। କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ସହଧର୍ମିଣୀଙ୍କ ସହଯୋଗ ପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀଙ୍କ ସେବା ଓ ପରିବାରର ସେବାରେ ଦିନଟି ବିତାଇବେ ।* 

*✧═════•❁❀❁•═════✧*

 *ସିଂହ : 👉ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଓ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ବାଦବିବାଦ ପ୍ରତି ସତର୍କ ରହିବେ ଓ ଗ୍ୟାସ ହିଟର ବ୍ୟବହାର କାଳରେ ସାବଧାନ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ ଓ ପରିବାରରେ ବିବାଦ ଦେଖାଦେଇପାରେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ଅନାଗ୍ରହୀ ହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।* 

*✧═════•❁❀❁•═════✧*

 *କନ୍ୟା: 👉ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ କର୍ମସ୍ଥାନରେ ବାଧାବିଘ୍ନ ଏବଂ ସହକର୍ମୀ, ଉପରିସ୍ଥ କର୍ମ•ରୀ ଅପମାନ ଦେଇପାରନ୍ତି । ବାପାମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ପରିବାରରେ ଅସମ୍ମାନିତ ହେବେ ।* 

*✧═════•❁❀❁•═════✧*

 *ତୁଳା :👉 ବନ୍ଧୁବାନ୍ଧବ, ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟଙ୍କ ସାହାଯ୍ୟ ଏବଂ ସହଯୋଗ ପାଇବେ। ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ।* 

*

 *ବିଛା :👉 କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ।* 

*✧

 *ଧନୁ : 👉ଆର୍ଥିକ କ୍ଷତି, ବାଣିଜ୍ୟ ଓ ବ୍ୟବସାୟରେ କ୍ଷତି ପହଞ୍ଚିବ। କର୍ମର ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ବଦଖର୍ଚ୍ଚି ହେବେ ।* 

*✧═════•❁❀❁•═════✧*

 *ମକର : 👉ବ୍ୟୟ ହେଲେ ମଧ୍ୟ ଆଜି ଦିନରେ ସୁୁଖାଦ୍ୟ, ସୁବ୍ୟସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ।   କର୍ମରେ କିଛି ବିଘ୍ନ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।* 

*✧

 *କୁମ୍ଭ : 👉ଅଟକିଥିବା କାମ ପୁଣି ଆରମ୍ଭ କରିବା ପାଇଁ ମନସ୍ଥ କରିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଅଧିକ ହେବ । ବ୍ୟୟ ଭାର କମ୍‌ ରହିବ । ହୃତଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।*

🛑

*ମୀନ : 👉କର୍ମରେ ଉନ୍ନତି ଓ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଆକସ୍ମିକ ଧନଲାଭ ଓ କୌଣସି  ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ଆନନ୍ଦିତ ହେବେ ।*

*✧═════•❁❀❁•═════✧*

[04/01, 7:40 am] : _*🎪🛕ଆଜିର ଅନୁଚିନ୍ତା🛕🎪*_

*

_*ତାରିଖ - ୦୪:୦୧:୨୦୨୨       (ମଙ୍ଗଳବାର)*_



*🦋ଯିଏ ସତ୍ୟର କାର୍ଯ୍ୟ କରିବା ପାଇଁ ହିଁ ଜୀବନ ଧାରଣ କରିଛି, ସିଏ କଦାପି ବାହ୍ୟ ପରିସ୍ଥିତି ଦ୍ୱାରା ଆକ୍ରାନ୍ତ ଓ ବ୍ୟାକୁଳ ହେବ ନାହିଁ ।*


🦋_*ଜୀବନ ଆରମ୍ଭ ହୁଏ "ସ"ରୁ*_

*"ସ" ରୁ_ ସକଳ,ସକାଳ,ସମୟ,ଶ୍ରଦ୍ଧା ଏହାପରେ "ସ" ରୁ ସାଙ୍ଗ,ସମ୍ପର୍କ ତାପରେ "ସ" ରୁ ସ୍ବାମୀ,ସ୍ତ୍ରୀ,ଶାଶୁ,ଶଶୁର,ଶଳା,ଶାଳୀ ଆଉ ଜୀବନ ଶେଷ ହୁଏ ସେହି  "ସ"ରେ  _ଶ୍ମଶାନରେ_ ।*


*🦋ମାଆ ଭଳି ଭଲ ପାଉଥୁବା, ବୁଝି ପାରୁଥିବା ଆଉ ବୁଝାଇ ପାରୁଥିବା ସାଥିଟିଏ ମିଳିବା ବହୁତ କଷ୍ଟ । ସେଥିପାଇଁ ତ କୁହାଯାଏ ଯେ ମାଆ ଠାରୁ ବଡ ବନ୍ଧନ ଏବଂ ମାଆ ଠାରୁ ବଡ ବିକଳ୍ପ ଏ ସଂସାରେ ଆଉ କିଛି ନାହିଁ ।*


*🦋ମଦକୁ 🥃 ଆମ ସମାଜ ଏମିତିରେ ବଦନାମ କରିଦେଇଛି...*

    *ନହେଲେ ମୋବାଇଲ📱ବି କୌଣସି ନିଶା ଠାରୁ କମ୍ ନୁହେଁ।*


           *🌞ଶୁଭ ସକାଳ🌞*

_*ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!*_

       

        *🙏🏻 🔘ଜୟ ଜଗନ୍ନାଥ🔘🙏🏻*

[07/01, 7:32 am]  *🌹 ମହାବୀର ପଞ୍ଚାଙ୍ଗ🌹*

*🌹୭-୧-୨୦୨୨((ଶୁକ୍ରବାର))🌹*


*ଅଦ୍ଯ ଧନୁ ଦି୨୩ନ,ପଞ୍ଚମୀ ଦ୧୧।୪୭ ଘ୧୧।୯,ଶତଭିଷା ଦ୧।୩ ଘ୬।୫୧,କୁମ୍ଭ ଚନ୍ଦ୍ର ଦ୪୬।୧୧ ରାଘ୧୨।୫୫*


*ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)*

*ଧନୁ ଦ୩/୫୪/୦୮ ଇଂଘ୬/୨୬/୨୩ ଗତେ ଉଦୟ*

*ମିଥୁନ ଦ୪/୦୦/୪୦ ଇଂଘ ୫/୧୮/୧୨ ଗତେ ଅସ୍ତ ।*


*ଯୋଗିନୀ ଦକ୍ଷିଣେ ଦିବା ଘ୧୧।୯ ଗତେ ପଶ୍ଚିମେ ।ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ମିଥୁନ ଓ ମୀନ ରାଶି ମାନଙ୍କର ଘାତଚନ୍ଦ୍ର । ବିଛା, ଧନୁ ଓ ମୀନ ରାଶିମାନଙ୍କର ଘାତବାର । ଦିବା ଘ୬।୫୧ ଗତେ ଉତ୍ତରଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଆଦ୍ରା ପୁଷ୍ଯା ଅଶ୍ଳେଷା । ପୂର୍ବାଫାଃ ହସ୍ତା ସ୍ଵାତୀ ଅନୁରାଧା ଜ୍ୟେଷ୍ଠା ପୂର୍ବଭାଦ୍ର ଶ୍ରବଣା ଶତଭିଷା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ରାତ୍ରି ଘ୧୨।୫୫ ଗତେ ମୀନ ବୃଷ ମିଥୁନ କର୍କଟ କନ୍ୟା ତୁଳା ବିଛା ମକର କୁମ୍ଭ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ଧନୁ ରାଶିର ଘାତଚନ୍ଦ୍ର । ଦିବା ଘ୯।୮ ଗତେ ଘ୧୧।୫୦ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୮।୩୬ ଗତେ ଘ୧୦।୧୫ ମଧ୍ୟେ କାଳରାତ୍ରି । ମୃତେ ଦିବା ଘ୬।୫୧ ଗତେ ପାଦ ଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ପ୍ରଥମ ରଜୋଦର୍ଶନେ ଦିବା ଘ୬।୫୧ ଗତେ ସାତମାସ ଗଣ୍ଡଦୋଷ । ସ୍ବର୍ଣ୍ଣ ଓ ପୀତ ବସ୍ତ୍ର ଦାନ । ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶ୍ରୀଫଳ (ବେଲ) ଦିବା ଘ୧୧।୯ ଗତେ ନିମ୍ବ ଭକ୍ଷଣ ନିଷେଧ । ରାତ୍ରି ଘ୧୨।୫୫ ମଧ୍ୟେ ଶରଣ ପଞ୍ଚକ ଜନିତ ଦୋଷ ।*


*(ଅମୃତ) - ଦିବା ଘ୭।୧୪ ମଧ୍ୟେ ଘ୮।୨ ଗତେ ଘ୧୦।୨୬ ମଧ୍ୟେ ଘ୧୨।୫୦ ଗତେ ଘ୪।୨ ମଧ୍ୟେ ଘ୪।୫୦ ଗତେ ଘ୫।୧୮ ମଧ୍ୟେ । ରାତ୍ରି ଘ୬।୬ ଗତେ ଘ୯।୧୮ ମଧ୍ୟେ ଘ୧୧।୪୨ ଗତେ ଘ୨।୫୪ ମଧ୍ୟେ ଘ୩।୪୨ ଗତେ ଘ୫।୧୮ ମଧ୍ୟେ । (ମାହେନ୍ଦ୍ର) - ନାସ୍ତି ।*


*🌹 ଜ୍ଯୋତିଷ ଆଚାର୍ଯ୍ୟ-ରମେଶ ଚନ୍ଦ୍ର ପଣ୍ଡା🌹*

*🌹 ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ🌹*

*🌹 ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା🌹*

*🌹ଦୂରଭାଷା-୯୪୩୭୭୯୮୯୩୩/୯୯୩୭୦୬୭୦୫୦🌹*



*🌹ମେଷ : ଆଜି ଆପଣଙ୍କ ଘରେ କଳହର ଯୋଗ ରହିଛି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ନୂତନ ବନ୍ଧୁ ମିଳନ ଯୋଗ ରହିଛି।ଗୃହୋପକରଣ କ୍ରୟ କରି ପାରନ୍ତି କଳି ଠାରୁ ବଞ୍ଚନ୍ତୁ ଏବଂ ନିଜ ଘରର ଶାନ୍ତି ବଜାୟ ରଖନ୍ତୁ ।*


*🌹ବୃଷ: ଆଜି ଆପଣ ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତୁ ଏବଂ ଆଉ କାହା କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ । ଭଲ ହେବ ନିଜ ବିଚ଼ାରକୁ ନିଜେ ଶୁଣନ୍ତୁ । କୌଣସି ବ୍ୟକ୍ତିର ବିଚ଼ାର ଧାରାକୁ ନିଜ ଉପରେ ପ୍ରଭାବିତ ହେବାକୁ ଦିଅନ୍ତୁ ନାହିଁ ।*


*🌹ମିଥୁନ : ଆପଣଙ୍କ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ । ଆଜି ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ ।*


*🌹କର୍କଟ : ଆଜି ଆପଣଙ୍କ ଚ଼ିରାଚ଼ରିତ ଦିନଚ଼ର୍ଯ୍ୟା ବଦଳି ଯିବ । ଏହା ବୋଧହୁଏ ଆପଣଙ୍କ ଘରେ ପର୍ବପର୍ବାଣି ବା କୈ।ଣସି ଆନୁଷ୍ଠନିକ କାରଣରୁ ହୋଇପାରେ ।ବହୁଦିନର ପୁରାତନ ବନ୍ଧୁଦର୍ଶନ ଯୋଗ ଅଛି।*


*🌹ସିଂହ: ଆଜି ଆପଣଙ୍କର କୌଣସି ପରିବାରବର୍ଗ ସଦସ୍ୟ କିମ୍ବା ପୋଡଶୀଙ୍କ ସହ ଝଗଡାରୁ ନିଜକୁ ରକ୍ଷା କରନ୍ତୁ । କୌଣସି ଏକ ଛୋଟ ସମସ୍ୟା ବିରାଟ ରୂପ ଧାରଣ କରିପାରେ ।*


*🌹କନ୍ୟା: ସପ୍ତାହରୁ ଚ଼ାଲି ଆସୁଥିବା ଯୁକ୍ତି ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।*


*🌹ତୁଳା : ଆପଣଙ୍କ ପରିବାର ଆପଣଙ୍କ ପାଇଁ ସହାୟତାର ସ୍ରୋତ ହେବ । ସେମାନେ ଆପଣଙ୍କର ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଟନ୍ତି ।ତେଣୁ ଆପଣ ସେମାନଙ୍କ କଥା ଶୁଣିବା ଉଚ଼ିତ୍ ।*


*🌹ବିଛା : ଆଜି ଆପଣ ନିଜ ଶାରୀରିକ ସୁନ୍ଦରତା ଆଡ଼କୁ ବହୁତ ଧ୍ୟାନ ଦେବେ, ଆପଣ ନିଜ ମନପସନ୍ଦର ପୋଷାକ ପିନ୍ଧିବେ ଓ ବହୁତ ସମୟ ଧରି ନିଜ କେଶ ସଜାଇବେ । ଆପଣଙ୍କ ଏହି ନୂଆ ରୂପକୁ ଦେଖି ଲୋକେ ଆପଣଙ୍କ ପ୍ରଶଂସା କରିବେ ।*


*🌹ଧନୁ : ଉଚ୍ଚ ଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବେ । ଏହାର ମାନେ ହୋଇପାରେ କି ସେ ଆପଣଙ୍କୁ ଠିକ୍ ରାସ୍ତା ଦେଖାଇ ଆପଣଙ୍କର ଦରକାର ମୁତାବକ ସାହାଯ୍ୟ କରିବେ ।*


*🌹ମକର : କୌଣସି ନିକଟ ସମ୍ପର୍କିୟ ସାଂଗରେ ଆପଣଙ୍କର ଖରାପ ସମ୍ପର୍କ ହୋଇପାରେ । ଆପଣ ଏହି ସମ୍ପର୍କକୁ ଶିଘ୍ର ଠିକ କରିବାକୁ ଚାହିଁବେ । ଆପଣଙ୍କ ଚାହିଁବା ମୁତାବକ କାଯ୍ୟ ହୋଇପାରିବ ନାହିଁ।*


*🌹କୁମ୍ଭ: ବୋଧହୁଏ ଆଜି ଆପଣଙ୍କୁ ଲାଗିପାରେ କି ଆପଣଙ୍କୁ ସମସ୍ତେ ଭୂଲ୍ ବୁଝୁଛନ୍ତି । ମନେ ରଖନ୍ତୁ ଯେ ସବୁବେଳେ ଆମେ ସମସ୍ତଙ୍କୁ ଖୁସୀରେ ରଖି ପାରିବା ନାହିଁ ।ନିଜକର୍ମ କରିଚାଲନ୍ତୁ ସଫଳନିଶ୍ଚୟଁ ହେବେ।*


*🌹ମୀନ : ନିଜର ତୀକ୍ଷ୍ଣ ବୁଦ୍ଧି ଯୋଗୁଁ ଆପଣ ଯେ କୌଣସି ସମସ୍ୟାର ସମାଧାନ କରିଦେବେ ଯାହା ବହୁତ ସମୟ ଧରି ଆପଣଙ୍କୁ ହଇରାଣ କରୁଥିଲା । ଆଜି ଆପଣଙ୍କ ବୌଦ୍ଧିକ କ୍ଷମତା ଓ ଯୋଗ୍ୟତା ଚ଼ରମ ସୀମାରେ ଉପନୀତ ହେବ ।*

[07/01, 7:33 am] *🦚ମାଁ ପରମେଶ୍ବରୀ ନମଃ 🦚*

*🌞ଆଜିର ପଞ୍ଜିକା🌞*

*🌿  🌿*

*ସୌରମାସ-‌ ଧନୁ୨୩ ଦିନ*

*ମାସ- ପୌଷ*

*ପକ୍ଷ- ଶୁକ୍ଳ*

*ତାରିଖ-୦୭-୦୧-୨୦୨୨,   ଶୁକ୍ରବାର* 

*ଶକାବ୍ଦାଃ -୧୯୪୩*

*ସମ୍ବତ୍ -୨୦୭୮*

*କଳିଯୁଗାଦ୍ଦାଃ-୫୧୨୨*

*ସନ-୧୪୨୯*

*ସମ୍ବତ୍ସରଙ୍କରନାମ-ରାକ୍ଷସ(୪୯*

*🎍 ତିଥି- ପଞ୍ଚମୀ ଦିବା ଘ୧୧-୧୦ମି ଗତେ ଷଷ୍ଠୀ🎍*

*ଚନ୍ଦ୍ରସ୍ଥିତି- କୁମ୍ଭ ରାତ୍ରି ଘ୧୨-୫୭ମି ଗତେ ମୀନ*

*ନକ୍ଷତ୍ର- ଶତଭିଷା ଦିବା ଘ୦୬-୫୭ମି ଗତେ ପୂର୍ବଭାଦ୍ର*


*ଯୋଗ- ବ୍ଯତୀପାତ ଦିବା ଘ୦୨-୨୫ମି ମଧ୍ୟେ*

*କରଣ- ବାଳବ ଦିବାଘ.୧୧-୧୦ମି ଗତେ କୈଳବ*

*ସୁର୍ୟୋଦୟ-ପ୍ରାତଃ ଘ୦୬-୨୨-୩୦*

*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫-୨୦-୪୪*

*ଚନ୍ଦ୍ର ଶୁଦ୍ଧି-  ମେଷ ବୃଷ କର୍କଟ କନ୍ୟା ବିଛା ଧନୁ ମକର ଓ ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ସିଂହ ରାଶିର ଘାତଚନ୍ଦ୍ର ରାତ୍ରି ଘ୧୨-୫୭ମି ଗତେ ବୃଷ ମିଥୁନ କର୍କଟ କନ୍ୟା ତୁଳା ବିଛା ମକର କୁମ୍ଭ ମୀନ ଏହି ରାଶିମାନଙ୍କର ଚନ୍ଦ୍ର ଶୁଦ୍ଧି*


*ଜ୍ୟୋତିର୍ବିଦ ଅମ୍ବରିଶ ଚନ୍ଦ*

*ଗ୍ରାମ ଭୂତିଆପାଲି*

*ବ୍ଳକ୍-ବୀରମହାରାଜପୁର*

*ଜିଲ୍ଲା ସୋନପୁର*

*🦚ମୋ :- ୮୩୩୭୯୯୩୪୫୬🦚*

*ଯୋଗିନୀ - ଦକ୍ଷିଣ ରେ ଦିବା ଘ ୧୧-୧୦ମି ଗତେ ପଶ୍ଚିମରେ ଯାତ୍ରା ନିଷେଧ*

 *ଷଷ୍ଠୀ ର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ* 

*ନକ୍ଷତ୍ରଶୁଦ୍ଧି- ୧/୩/୫/୭/୮/୧୦/୧୨/୧୪/୧୬/୧୭/୧୯/୨୧/୨୩/୨୫/୨୬ ଦିବା ଘ ୦୬-୫୬ମି ଗତେ ୨/୪/୬/୮/୯/୧୧/୧୩/୧୫/୧୭/୧୮/୨୦/୨୨/୨୪/୨୬/୨୭ନକ୍ଷତ୍ର ଜାତ ବ୍ୟକ୍ତି ମାନଙ୍କର*


*ପୁଷ୍କର ଦୋଷ: ଦିବା ଘ ୦୬-୫୪ମି ପରେ୧ପାଦ ପୁଷ୍କର ଦୋଷ ନକ୍ଷତ୍ର ଦୋଷ ଶାନ୍ତି କରଣୀୟ*


*ନିଷିଦ୍ଧ ଖାଦ୍ୟ- ବେଳ ଦିବା ଘ,୧୧-୧୦ମି ଗତେ ନିମ୍ବ ଭକ୍ଷଣ ନିଷେଧ ||*


*କାଳବେଳ। - ଦିବା ଘ୦୯-୧୬ମିଗତେ ଘ୦୧-୪୫ମି ମଧ୍ୟେ*

*ବାରବେଳା- ଦିବା୦୯-୪୬ମି ଗତେ ଘ୦୧-୫୭ମି ମଧ୍ୟେ*


*ବିଶୁଦ୍ଧ ଅମୃତ ବେଳ। - ଦିବା ଘ ୦୭-୧୫ମି  ମଧ୍ୟେଘ ୦୮-୦୪ମି ଗତେ ଘ ୧୦-୨୮ମି ମଧ୍ୟେ ଘ ୧୨-୫୧ମି ଗତେ ଘ୦୪-୦୩ମି ମଧ୍ୟେରାତ୍ରି ଘ୦୯-୨୩ମି ଗତେ ଘ ୧୧-୪୪ମି ମଧ୍ୟେ*


*ବିଶୁଦ୍ଧ ମାହେନ୍ଦ୍ର ବେଳା -  

*🌹ଆଜିର ରାଶିଫଳ🌹*

*👉🏿ମେଷ: ଦେହକଷ୍ଟ*

*👉🏿ବୃଷ: ପଥରୋଧ*

*👉🏿ମିଥୁନ: ଆରଦସମ୍ମାନ*

*👉🏿 କର୍କଟ: କର୍ମତତ୍ପର*

*👉🏿 ସିଂହ: ବିଶ୍ରାମ*

*👉🏿 କନ୍ୟା:ଦେହପିଡା*

*👉🏿 ତୁଳା: ବନ୍ଧୁ ମିଳନ*

*👉🏿 ବିଛା: ଶତ୍ରୁ ଭୟ*

*👉🏿ଧନୁ: ଚିନ୍ତା ଗ୍ରସ୍ତ*

*🤙🏿ମକର:କଳହଯୋଗ*

*👉🏿 କୁମ୍ଭ : ପରିଶ୍ରମ*

*👉🏿 ମୀନ: ପ୍ରତାରଣା*



[07/01, 7:33 am]  *🌹🌼👉ମହାବୀର ପଞ୍ଜିକା👈🌼🌹*

 *✧*   

 *ଅଦ୍ୟ ଜାନୁଆରୀ ମାସ ୦୭ ତାରିଖ ୨୦୨୨ ମସିହା(ଶୁକ୍ରବାର)*

*ଶକାବ୍ଦ -୧୯୪୩* 

*ସମ୍ବତ -୨୦୭୮*

*ସାଲ-୧୪୨୯*

*ସମ୍ବତ୍ସର-ରାକ୍ଷସ*

*ପୌଷ- ଶୁକ୍ଳପକ୍ଷ*

*ତିଥି- ପଞ୍ଚମୀ ଦିବା ଘ ୧୧/୧୦ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ*

*ନକ୍ଷତ୍ର- ଶତଭିଶା ଦିବା  ଘ ୦୬/୫୩ ପର୍ଯ୍ୟନ୍ତ ତଦନ୍ତେ ପୂର୍ବଭାଦ୍ର*

*ଚନ୍ଦ୍ର- କୁମ୍ଭ ରାତ୍ରି ଘ ୧୨/୫୬ ପର୍ଯ୍ୟନ୍ତ ତଦନ୍ତେ ମୀନ*

*ଯୋଗ- ବ୍ୟତିପ।ତ*

*କରଣ - ବାଳବ*

*ସୌରମାସ- ଧନୁ ୨୩ ଦିନ*

*✧═════•❁❀❁•═════✧*

*ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୪୫*

*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮/୫୮*

*✧═════•❁❀

*ଯୋଗିନୀ ଦକ୍ଷିଣେ ଦିବା  ଘ ୧୧/୨୦ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେ*

*ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର*

*ବିଛା,ଧନୁ ଓ ମୀନ ରାଶିର ଘାତବାର*

*ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ  ଶ୍ରାଦ୍ଧ*

*କାଳବେଳ। ଓ ବାରବେଳ। - ଦିବା ଘ ୦୮/୦୮ ଗତେ ଘ୧୧/୫୧ ମଧ୍ୟେ*

══•

*ବିଶୁଦ୍ଧ ଅମୃତ ବେଳ। - ଦିବା  ଘ୦୭/୧୫ ମଧ୍ୟେ ଓ ଘ ୧୨/୫୧ ଗତେ ଘ୦୪/୦୨ ମଧ୍ୟେ*

*ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି*

*═✧*

*ଅଦ୍ୟ ବେଲ ଦିବା ଘ ୧୧/୧୦ ଗତେ ନିମ୍ବ  ଭକ୍ଷଣ ନିଷେଧ*

*✧

 *ଡ:ବାୟୁନନ୍ଦନ ମିଶ୍ର*  

 *ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର* 

*ଅଦୃଶ୍ୟଶକ୍ତି ଭବନ*

*ଇଟାମୁଣ୍ଡଳୀ, ହଳଦିଆ*, *କଟକ-୭୫୪୨୦୭*

*

*🌼🌹꧁ ଆଜିର ରାଶିଫଳ꧂🌹🌼*

        *✧═════•❁❀❁•═════✧*

*🌷ମେଷ🌷👉: ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।* 

*✧*

*🌷ବୃଷ🌷👉: ଭାଗ୍ୟର ସହଯୋଗ ମିଳିବ। ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତି।* 

*✧*

*🌷ମିଥୁନ🌷👉: ଦିନଟି ଠିକ୍‌ଠାକ୍‌ ରହିବ। ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଆପଣଙ୍କ ସରଳତା ପାଇଁ ଆପଣଙ୍କର ପ୍ରିୟବନ୍ଧୁ ଖୁସି ରହିବେ। ବ୍ୟବସାୟରେ ନିଜ  ଜିବିକା ଆରମ୍ଭ କରିବା ପାଇଁ ଦିନଟି ବହୁତ ଭଲ।* 

*✧*

*🌷କର୍କଟ🌷👉: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିବ। ମହିଳାଙ୍କର ଅଫିସରେ ଉନ୍ନତି ହେବ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ।* 

*

*🌷ସି˚ହ🌷👉: ବ୍ୟକ୍ତିତ୍ବର ବିକାଶ ପାଇଁ ଦିନଟି ବଢ଼ିଆ। କାର୍ଯ୍ୟ କ୍ଷେତ୍ରରେ ବଢ଼ିଆ ଢଙ୍ଗରେ କାମ କରିବେ। ବିଦେଶରେ ଜଡ଼ିତ ବ୍ୟବସାୟୀ ଆଜି ବଡ଼ ଡିଲ୍‌ କରିବେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ।* 

**

*🌷କନ୍ୟା🌷👉: ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଲେଖକଙ୍କୁ ପୁରସ୍କାର ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ।* 

*✧*

*🌷ତୁଳା🌷👉: ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ଯେଉଁ କାମ ମନପ୍ରାଣ ଢାଳି କରିବେ ସଫଳତା ନିଶ୍ଚିତ ପାଇବେ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ।* 

*✧*

*🌷ବିଛା🌷👉: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଆପଣଙ୍କ ଇଚ୍ଛା ପୂରା କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ।* 

*✧

*🌷ଧନୁ🌷👉: ପୂରାଦିନ ନୂଆ ଉତ୍ସାହଭରା ରହିବେ। ଯାହା ବି କରନ୍ତୁ; ବଡ଼ଙ୍କ ପରାମର୍ଶ ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ବିଲଡରଙ୍କୁ ନୂଆ ସଉଦାରୁ ଲାଭ ହେବ।* 

*✧

*🌷ମକର🌷👉: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ କଥା ପାଇଁ ଆଗେଇ ଆସନ୍ତୁ ସହଜ ବାର୍ତ୍ତା ହେବ। ଘରେ ଏବଂ ଅଫିସରେ ଖୁସିର ବାତାବରଣ ରହିବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣହେବ।* 

*✧

*🌷କୁମ୍ଭ🌷👉: ଆପଣଙ୍କ ଊର୍ଜ ସହଯୋଗୀଙ୍କୁ ପ୍ରଭାବିତ କରିବ। ଶୁଭ ସମାଚାର ମିଳିବା ଯୋଗ ରହିଛି। କ୍ୟାରିୟର ମାମଲାରେ ଆପଣଙ୍କ ସହିତ କିଛି ଭଲ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।* 

*✧

*🌷ମୀନ🌷👉:ପାରିବାରିକ କାମରେ ଆଜି ଅଧିକ ସମୟ କଟିବ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ।*

*ଆଜି କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ।*

*

[07/01, 7:33 am]ମୋ ହୃଦୟର କଥା.....


__


ବିଶ୍ୱାସ ନହେଲେ ବି ସତ


*ଦୁଇଟି ଜିନିଷ ଯାହା ଜଣେ ବ୍ୟକ୍ତି...* 


*ଅନ୍ୟ ପୁରୁଷ ବିଷୟରେ...* 


*କେବେବି ଭୁଲି ପାରିବ ନାହିଁ...* 


*❣️ଗୋଟିଏ - ହାତରେ କରିଥିବା ସାହାଯ୍ୟ...* 


*❣️ଦୁଇଟି - ଶବ୍ଦ ସହିତ ମନରେ କରିଥିବା ଆଘାତ....*

       

 " *🌹କଣ ଭୁଲ କହିଲି ???🌹* "


ସୁପ୍ରଭାତ

[07/01, 7:33 am]  *ହରିଓମ୍ ସୁପ୍ରଭାତମ୍ !*  ‼️


*ଯେଉଁ ବ୍ୟକ୍ତି ପର ଦୁଃଖରେ ନିଜକୁ ସାମିଲ୍ କରେ ତା'ଠୁ ଅଧିକ ସୁନ୍ଦର ମଣିଷ ଦୁନିଆରେ କେହି ନାହାଁନ୍ତି....*


*ଯଦି ଦୁଃଖୀ ମଣିଷଟିଏ ମୁଁହରେ ହସ ଫୁଟେଇ ପାରିଲେ ତେବେ ଆପଣଙ୍କୁ ମନ୍ଦିର ଯିବାକୁ ପଡ଼ିବନି....*


ତେଣୁ 


*ସମସ୍ତେ ପରୋପକାରରେ ବ୍ରତୀ ହୁଅନ୍ତୁ....*


ସର୍ବେ ଭବନ୍ତୁ ସୁଖିନଃ।    

       *ସର୍ବେ ସନ୍ତୁ ନିରାମୟାଃ*

ସର୍ବେ ଭଦ୍ରାଣି ପଶ୍ୟନ୍ତୁ     

       *ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥*


           ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ                              


*ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ🌹*       


✿ଓ❣️ *ଶ୍ରୀ ଜଗନ୍ନାଥ ଶରଣଂ*❣️ଆ✿ 


*ଆମର ସ୍ବାଭିମାନ: ସତ୍ୟ ସନାତନ ହିନ୍ଦୁ ଧର୍ମ*

[07/01, 7:33 am] : _*🎪🛕ଆଜିର ଅନୁଚିନ୍ତା🛕🎪*_

*

_*ତାରିଖ - ୦୭:୦୧:୨୦୨୨       (ଶୁକ୍ରବାର)*_

*


*🦋କ୍ରୋଧ ଶବ୍ଦରେ ରହିବା ଉଚିତ୍ ,*

                                                *ମନରେ ନୁହେଁ ।*

     *ସେହିପରି ପ୍ରେମ କେବଳ ଶବ୍ଦରେ ନୁହେଁ ,*

                                *ମନରେ ମଧ୍ୟ ରହିବା ଉଚିତ୍ ।*


*🦋ସର୍ବଦା ଅନ୍ୟର ଭୁଲ ପାଇଁ ନିଜ ଅଭିମାନ କୁ ତ୍ୟାଗକରି ସଦା ଅନ୍ୟର ପରିସ୍ଥିତି ଓ ମାନସିକ ସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ, ଏବଂ ଅଭିମାନ ବଦଳରେ ଅନ୍ୟକୁ ବୁଝି ଅନ୍ୟର ସହାୟକ ହୁଅନ୍ତୁ, ଦେଖିବେ ଆପଣଙ୍କୁ ସଦା ମହାନ ବ୍ୟକ୍ତିତ୍ୱ ରେ ପରିଣତ କରାଇବ।*


*🦋ଜୀବନ ଏକ ଜଳ ବୁନ୍ଦା ହେଲେ ଅହଙ୍କାର ସମୁଦ୍ରଠାରୁ ମଧ୍ୟ ବଡ ହୋଇଥାଏ, ସର୍ବଦା ଅହଙ୍କାରୀ ରୂପୀ ସମୁଦ୍ର ଠାରୁ ଦୂରେଇ ରୁହନ୍ତୁ ଆପଣଙ୍କ ଭବିଷ୍ୟତ ମଙ୍ଗଳମୟ ହେବ ।*


*🦋ପ୍ରକୃତରେ ଉପଯୁକ୍ତ ବୁଦ୍ଧି, ସତ୍ ଭାବନା ଏବଂ ଅଟଳ ବିଶ୍ବାସର ଜୀବନ  ସର୍ବଦା ଅନ୍ୟମାନଙ୍କୁ ହିଁ ପ୍ରେରଣା ଦେଇଥାଏ ।*


           *🌞ଶୁଭ ସକାଳ🌞*

_*ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!*_

       

         🔘ଜୟ ଜଗନ୍ନାଥ🔘

[07/01, 7:33 am] Kk Wpgrp-Divya Kishor Singh: .           ଆଜିର ଅନୁଚିନ୍ତା 🙏🏻

  

       *🏪ତାରିଖ : ୦୭.୦୧.୨୦୨୨ ଶୁକ୍ରବାର*



*📝ଜ୍ଞାନର ଗାରିମା ପରିଭାଷା ତତ୍ତ୍ୱ*

    *ତାହାଙ୍କୁ ଯେ ଅଗୋଚର,*

*ଆତ୍ମଗର୍ବୀ  କେବେ ହୋଇନାହିଁ ସିଏ*

     *ମନେ ଭରି ଅହଂକାର ।*


*📝ବ୍ଯକ୍ତି ଯାହା ଚାହିଁବ ତାହା ନିଜକୁ ବନେଇପାରିବ ଏବଂ ଯାହା ଚାହିଁବ ତାହା ପାଇପାରିବ ,ବାସ୍ ବ୍ଯକ୍ତିକୁ ସମ୍ପୂର୍ଣ୍ଣ ଶ୍ରଦ୍ଧା ଓ ବିଶ୍ବାସର ସହ ସ୍ମରଣ କରିବା ସହ କର୍ମ କରିବାକୁ ପଡିବ ।*


*📝ଉଦ୍ଦେଶ୍ୟ ପୁରଣ ହେଇ ସାରିଲା ପରେ ମଣିଷର ଅସଲ ରୂପ ପଦାକୁ ଆସିଥାଏ ।*


*📝Calendar ବଦଳିଗଲା ବୋଲି  Life ବଦଳିଗଲା ତାହା ନୁହେଁ, ମନେରଖନ୍ତୁ ଆପଣଙ୍କ  Life ସେହିଦିନ ବଦଳିବ ଯେଉଁଦିନ ଆପଣଙ୍କ ଖୁସି ଅନ୍ଯର ମୁହଁରେ ହସ ଫୁଟାଇ ପାରିବ  ।*

                   


                   *✳ଶୁଭ ସକାଳ✳*

       

        _*ଦିନଟି  ଆପଣଙ୍କର ମଙ୍ଗଳମୟ ହେଉ*_


[07/01, 7:33 am]💌ଆଜିର ଭାଗବତ ବାଣୀ💌* 

*🦚ତାରିଖ : ୦୭-୦୧-୨୦୨୨🦚*

*


*🦋କପିଳ ଭଗବାନ୍ କହୁଛନ୍ତି :-*


*📝ସଙ୍ଗ ବା ଆସକ୍ତି ହେଉଛି ଆତ୍ମାର ଏକ ଅତୁଟ ବନ୍ଧନ;କିନ୍ତୁ ସେହି ଆସକ୍ତି ଯଦି ସନ୍ଥ-ମହାପୁରୁଷମାନଙ୍କ ପ୍ରତି ହୋଇଯାଏ, ତେବେ ତାହା ମୋକ୍ଷର ଉନ୍ମୁକ୍ତଦ୍ବାରରେ ପରିଣତ ହୋଇଯାଏ । ଯେଉଁ ମନୁଷ୍ୟମାନେ ସହନଶୀଳ,ଦୟାଳୁ, ସକଳ ଦେହଧାରୀଙ୍କ ଅହୈତୁକ ହିତାକାଂକ୍ଷୀ,କାହାରି ପ୍ରତି ଶତ୍ରୁଭାବ ରଖନ୍ତି ନାହିଁ, ଶାନ୍ତ ସରଳସ୍ବଭାବ ଓ ଯେ ସତ୍ ପୁରୁଷମାନଙ୍କୁ ସମ୍ମାନ ଦିଅନ୍ତି, ଯେ ମୋ ପ୍ରତି ଅନନ୍ୟଭାବରେ ସୁଦୃଢ଼ ପ୍ରେମଭାବ ରଖନ୍ତି, ମୋ ପାଇଁ ସମସ୍ତ କର୍ମ ଓ ନିଜର ବନ୍ଧୁସହୋଦରଙ୍କୁ ମଧ୍ୟ ତ୍ୟାଗ କରିଦେଇପାରନ୍ତି ଏବଂ ମୋର ପରାୟଣ ହୋଇ ମୋର ପବିତ୍ର ଚରିତ ଶ୍ରବଣ-କୀର୍ତ୍ତନ କରନ୍ତି ତଥା ମୋ ଠାରେ ହିଁ ଚିତ୍ତ ନିବେଶ କରନ୍ତି, ସେହି ଭକ୍ତମାନଙ୍କୁ କୌଣସି ପ୍ରକାର ସାଂସାରିକ ତାପ କିଛି ବି କଷ୍ଟ ଦେଇପାରେ ନାହିଁ ।*


                   *।। ୩/୨୫/୨୦-୨୩।।*

                 

  ଶ୍ରୀ ଜଗନ୍ନାଥ ଶରଣଂ

[07/01, 7:33 am] : *💌ଆଜିର ଗୀତା ପାଠ💌* 

*🦚ତାରିଖ : ୦୭-୦୧-୨୦୨୨🦚*

**


*🦋ସର୍ବଦା କର୍ମ ଆସକ୍ତିରହିତ ହୋଇ ଏବଂ ଫଳ ପ୍ରତି ଆଶା ନ ରଖି କରାଯିବା ଉଚିତ । ହେ ଅର୍ଜୁନ ! ଏହା ମୋର ସ୍ପଷ୍ଟ ଏବଂ ଚରମ ମତ ଅଟେ॥୧୮/୦୬॥*

 

*❣️ବ୍ୟାଖ୍ୟା : -*


*📝ଯଜ୍ଞ, ଦାନ ଏବଂ ତପସ୍ୟା; ଭଗବାନଙ୍କ ପ୍ରତି ଭକ୍ତି ଭାବନାରେ କରାଯିବା ଉଚିତ । ଏହି ଚେତନାରେ ଉପନୀତ ହୋଇ ନ ଥିଲେ, ଏହାକୁ ଏକ କର୍ତ୍ତବ୍ୟ ଭାବରେ ପ୍ରତିଫଳର ଆଶା ନ ରଖି କରାଯିବା ଉଚିତ । ଜଣେ ମା’ ତା’ର ସନ୍ତାନ ପ୍ରତି କର୍ତ୍ତବ୍ୟ କରିବାକୁ ଯାଇ ନିଜସ୍ୱ ଆନନ୍ଦ ତ୍ୟାଗ କରିଥାଏ । ଛୁଆଟିକୁ ସ୍ତନପାନ କରାଇ ସେ ତା’ର ପ୍ରତିପୋଷଣ କରିଥାଏ । ତଦ୍ୱାରା ସେ ନିଜେ କିଛି ହରାଇ ନ ଥାଏ, ବରଂ ମାତୃତ୍ୱକୁ ଚରିତାର୍ଥ କରିଥାଏ । ସେହିପରି, ଗାଈଟିଏ ଦିନସାରା ପଡ଼ିଆରେ ଘାସ ଚରେ, କିନ୍ତୁ ପହ୍ନାରେ ତା ବାଛୁରୀ ପାଇଁ କ୍ଷୀର ଭରିଦିଏ । ତାର କର୍ତ୍ତବ୍ୟ ପାଳନ ଦ୍ୱାରା ଗାଈଟି ଛୋଟ ହୋଇ ଯାଏ ନାହିଁ, ବରଂ ଲୋକେ ତାକୁ ଅଧିକ ସମ୍ମାନ ଦେଇଥାନ୍ତି । ଏହିସବୁ କାର୍ଯ୍ୟ ଯେହେତୁ ନିଃସ୍ୱାର୍ଥପର ଭାବରେ କରାଯାଇଥାଏ, ଏଗୁଡ଼ିକୁ ପବିତ୍ର ମନେ କରାଯାଏ । ଏହି ଶ୍ଳୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ବିଜ୍ଞ ବ୍ୟକ୍ତିମାନେ ଏହିସବୁ ପବିତ୍ର ଓ କଲ୍ୟାଣକାରୀ କର୍ମ ନିଃସ୍ୱାର୍ଥପର ମନୋଭାବରେ କରିବା ଉଚିତ । ପରବର୍ତ୍ତୀ ତିନୋଟି ଶ୍ଳୋକରେ ସେ ତିନି ପ୍ରକାରର ତ୍ୟାଗ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ।*


*ଯଦିଓ ସମସ୍ତ ଯଜ୍ଞକର୍ମ ମାନବକୁ ବିଶୁଦ୍ଧ କରାଏ , ତଥାପି ମାନବ ଏ ଯଜ୍ଞ କର୍ମମାନ ଅନୁଷ୍ଠାନ କରି କୌଣସି ଫଳର କାମନା କରିବା ଉଚିତ୍ ନୁହେଁ । ଅନ୍ୟକଥାରେ ଏହା ହିଁ କୁହାଯାଇପାରେ ଯେ ଯେଉଁସବୁ ଯଜ୍ଞକର୍ମ ଜୀବନରେ ଭୌତିକ ଉନ୍ନତି ନିମିତ୍ତ କରାଯାଏ , ସେସବୁ ତ୍ୟାଗକରିବା ଉଚିତ୍ । କିନ୍ତୁ ଯେଉଁ ସବୁ ଯଜ୍ଞକର୍ମ ବ୍ୟକ୍ତିକୁ ବିଶୁଦ୍ଧ କରେ ଏବଂ ଦିବ୍ୟସ୍ତରକୁ ଉନ୍ନୀତ କରାଏ , ସେଗୁଡ଼ିକ ବନ୍ଦକରିବା ଉଚିତ୍ ନୁହେଁ। ଭକ୍ତିଚେତନା ମାର୍ଗରେ ସହାୟକ ସବୁକିଛି ବା ସମସ୍ତ କର୍ମକୁ ଉତ୍ସାହିତ କରିବା ଉଚିତ୍‌ । ଶ୍ରୀମଦ୍ଭାଗବତମ୍‌ରେ ମଧ୍ୟ କୁହାଯାଇଛି ଯେ ଭକ୍ତିଯୋଗ ମାର୍ଗରେ ଭଗବାନ୍‌

Web king

Post a Comment

Previous Post Next Post