ନବ ନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓଡିଶା ୨୦୨୨

 ନବ ନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ


ରାଜ୍ୟରେ ସରିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ, ସବୁ ଜିଲ୍ଲାରେ ପୋଛିନେଲା ବିଜେଡି


ସୁନ୍ଦରଗଡ଼- କୁନ୍ତୀ ପ୍ରଧାନ (#BJD )

ମୟୂରଭଞ୍ଜ- ଭାରତୀ ହାଂସଦା (BJD)

ନୟାଗଡ଼- ଦେବାଶିଷ ପଟ୍ଟନାୟକ (BJD)

ନବରଙ୍ଗପୁର- ମୋତିରାମ ନାୟକ (BJD)

ମାଲକାନଗିରି- ସମାରି ତାଙ୍ଗୁଲୁ (BJD)

ଯାଜପୁର- ନଳିନୀପ୍ରଭା ଜେନା (ବିଜେଡି)

ଜଗତସିଂହପୁର- ମନୋଜ କୁମାର ଭୋଇ (ବିଜେଡି)

କେନ୍ଦୁଝର- ସାଗରୀକା ସାହୁ (ବିଜେଡି)

କଳାହାଣ୍ଡି- ପୁଷ୍ପେନ୍ଦ୍ର କୁମାର ସିଂହଦେଓ (ବିଜେଡି)

କନ୍ଧମାଳ- ନନ୍ଦିନୀ ମଲ୍ଲିକ (ବିଜେଡି)

କୋରାପୁଟ- ସସ୍ମିତା ମେଲେକା (ବିଜେଡି)

କେନ୍ଦ୍ରାପଡ଼ା- ଗୀତାଞ୍ଜଳି ସେଠୀ (ବିଜେଡି)

ନୂଆପଡ଼ା- ଡଲି ମାଝୀ (BJD )


ନବରଙ୍ଗପୁର- ମୋତିରାମ ନାୟକ (ବିଜେଡି)

ନୟାଗଡ଼- ଦେବାଶିଷ ପଟ୍ଟନାୟକ (ବିଜେଡି)

ରାୟଗଡ଼ା- ସରସ୍ବତୀ ମାଝୀ (ବିଜେଡି)

ସମ୍ବଲପୁର- କୁମୁଦିନୀ ନାୟକ (ବିଜେଡି)

ସୁବର୍ଣ୍ଣପୁର- ସୁପାର ଠେଲା (ବିଜେଡି)

ବୌଦ୍ଧ- ପ୍ରଭାସିନୀ ଦାସ (ବିଜେଡି) 

ପୁରୀ- ସ୍ବପ୍ନାରାଣୀ ସ୍ବାଇଁ (ବିଜେଡି) 

ଅନୁଗୁଳ- ବବିତା ପ୍ରଧାନ (BJD )



Web king

Post a Comment

Previous Post Next Post